Print
Email this Page
ଅନ୍ଲାଇନରେ ଶ୍ରେଷ୍ଠ ବୈଦେଶିକ ଭ୍ରମଣ ଚିକିତ୍ସା ବୀମା ପଲିସି
IFFCO ଟୋକିଓ, ଆହୁରି ମଧ୍ୟ ଭ୍ରମଣ ବୀମା ପାଇଁ ଅନ୍ଲାଇନ ବୀମା କମ୍ପାନୀ ଭାବରେ ସ୍ୱତନ୍ତ୍ର ଭାବେ ଭ୍ରମଣ ବୀମା ପଲିସି ପ୍ରଦାନ କରିବାରେ ପରିଚିତ, ଯାହା ୟଥେଷ୍ଟ ପରିମାଣରେ ଆର୍ଥିକ ଆଶଙ୍କା କମ କରିବାରେ ସାହାଯ୍ୟ କରେ, ଯାହା ଦୁର୍ଘଟଣା, ଚିକିତ୍ସା ଖର୍ଚ୍ଚ ଏବଂ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ, ଚେକ୍ ହୋଇଥିବା ବ୍ୟାଗେଜ ହଜିଯିବା ବା ନଷ୍ଟ ହେବା, ପାସପୋର୍ଟ ହଜିବା, ଉଡ଼ାଣ ବାତିଲ ହେବା ବା ଅନ୍ୟାନ୍ୟ କାରଣରୁ ଉପୁଜି ପାରେ | ଆମେ ବିଶେଷ ଭାବେ ପରିକଳ୍ପିତ ଆନ୍ତର୍ଜାତିକ ଭ୍ରମଣ ବୀମା ପ୍ଲାନ ଆପଣଙ୍କ ସମସ୍ତ ପରିବାରର ସଦସ୍ୟମାନଙ୍କ ପାଇଁ ପ୍ରଦାନ କରୁ |.
ଅନ୍ଲାଇନରେ ଏକ ବୈଦେଶିକ ଭ୍ରମଣ ବୀମା କମ୍ପାନୀ ହୋଇଥିବାରୁ, ଆମର ପ୍ରଯୋଗୀତାମୂଳକ ଦରରେ ଅନୁକୂଳିତ ଅନ୍ଲାଇନ ଭ୍ରମଣ ବୀମା ପଲିସି ଦ୍ୱାରା, ଆମେ ପ୍ରତ୍ୟେକ ଗ୍ରାହକଙ୍କ ଚାହିଦା ପୂରଣ କରୁ, ସେ ବିଦେଶକୁ ଛୁଟି କଟାଇବା ହେଉ ବା ବ୍ୟବସାୟୀକ ଭ୍ରମଣ ପାଇଁ ହେଉ | ବିଦେଶ ଭ୍ରମଣ ପାଇଁ ଭ୍ରମଣ ବୀମା ପଲିସିଧାରୀଙ୍କୁ ସାଶ୍ରୟୀ ମୂଲ୍ୟର ପ୍ରିମିୟମରେ ଶାନ୍ତିପୂର୍ଣ୍ଣ ଏବଂ ନିରପଦରେ ଭ୍ରମଣ ପାଇଁ ସହାୟତା କରେ |. ଏକ ଅନ୍ଲାଇନ ବିଦେଶ ଭ୍ରମଣ ବୀମା କମ୍ପାନୀ ହିସବରେ, ଆମେ ଯୁକ୍ତରାଷ୍ଟ୍ର ଏବଂ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଭ୍ରମଣ ପାଇଁ ଭ୍ରମଣ ବୀମା ପ୍ରଦାନ କରୁ | ଜଣେ ତାଙ୍କ ନିଜ ଆବଶ୍ୟତାକୁ ସୁହୈଲା ପରି ଅନ୍ଲାଇନରେ ପ୍ଲାନ ବାଛିନେଇପାରନ୍ତି |