Overseas Travel Insurance Policy
IFFCO ଟୋକିଓ ଗେନେରାଲ ଇନ୍‍ସୁରାନ୍ସର ଭ୍ରମଣ ବୀମା ପଲିସି କେବଳ ଏଥିପାଇଁ ଠିକ ଧରନର ପଲିସି.....ଅଧିକ ପ୍ଢ଼ନ୍ତୁ
Pravasi Bhartiya Bima Yojna
ଯେତେବେଳେ ଆପଣଙ୍କ କାର୍ଯ୍ୟ ଆପଣଙ୍କୁ ଭାରତ ନେଇଯାଏ ସେତେବେଳେ ନିଜକୁ ଏବଂ ଆପଣଙ୍କ ପରିବାରକୁ ବିପଦ ଆଶଙ୍କାରୁ ରକ୍ଷା... ରୋଦ ମୋରେ

IFFCO ଟୋକିଓ ଠରୁ ଅନ୍‍ଲାଇନ ଭ୍ରମଣ ବୀମା ପଲିସି

ଅତୀତ ର ପ୍ରବଣତାକୁ ବିଚାର କଲେ, ଆମେ ଜାଣି ପାରୁଛୁ ଯେ ଭ୍ରମଣ ଆମ ଜୀବନର ଏକ ଅନବଦ୍ୟ ଅଂଶ ପାଲଟିଛି - ଉଭୟ ବ୍ୟକ୍ତିଗତ ବା ପେଶାଗତ ଭାବରେ |ମନୁଷ୍ୟର ଯାତ୍ରା କରିବାର କ୍ରମବର୍ଦ୍ଦିଷ୍ନୁ ଇଚ୍ଛା ସହିତ, ଦୁରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅନ୍ୱେଷଣ ଓ ଜୟ କରିବା, ଏହା ସହିତ ସମ୍ପର୍କିତଗୁଡ଼ିକର ବ୍ୟପକ ପରିମାଣରେ ବୃଦ୍ଧି ଜଡ଼ିତ ରହିଛି | ସାମଗ୍ରିକ ପ୍ରୟୋଜନୀୟତା ବୃଦ୍ଧି ସହିତ, ଭ୍ରମଣ କରିବାରେ ଆଉ ଏକ କ୍ଷତିପୂରଣ ବିକଶିତ କରିଛି, ଯେପରିକି ଭ୍ରମଣ ବୀମା |

ବର୍ତ୍ତମାନ ପରିସ୍ଥିତିରେ ଭ୍ରମଣ ବୀମା ପଲିସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରେ; ଯେହେତୁ ଆମର କିଛି ଅପ୍ରତ୍ୟାଶିତ ଘଟଣା ଘଟିବାର ଭୟ ଥାଏ ଯାହା ଆମ କଠୋର ପରିଶ୍ରମରୁ ଅର୍ଜିତ ଛୁଟି ବା ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସାକ୍ଷାତକୁ ନଷ୍ଟ କରିଦେଇ ପାରେ |ଅନିଶ୍ଚିୟତା ଯେକୌଣସି ସମୟରେ ଘଟିପାରେ |ଏହି ପ୍ରକାରର ଉଦବେଗ ରୁ ଆପଣଙ୍କୁ ରକ୍ଷା କରିବା ପାଇଁ, IFFCO ଟୋକିଓ ଅନ୍‍ଲାଇନ ଭ୍ରମଣ ବୀମା ପ୍ଲାନ ଉପଯୁକ୍ତ ସମର୍ଥନ ପ୍ରଦାନ କରେ |

ଅନ୍‍‌ଲାଇନ ଭ୍ରମଣ ବୀମା ପଲିସି

ଅନିଚ୍ଛାକୃତ ଅଜଣା ପରିସ୍ଥିତିରେ ଆପଣଙ୍କ ଯାତ୍ରା ପରିକଳ୍ପନାକୁ ବିପର୍ଯ୍ୟସ୍ତ କରିବାକୁ ଦିଅନ୍ତୁ ନାହିଁ |IFFCO ଟୋକିଓ ଅନ୍‍ଲାଇନ ଭ୍ରମଣ ବୀମା ପଲିସି ଆପଣଙ୍କ ଯାତ୍ରା ସମୟରେ ଆପଣଙ୍କୁ କଭରେଜ ପ୍ରଦାନ କରେ |ଏହି ପ୍ଲାନ ଅନ୍‍ଲାଇନରେ ଉପଲବ୍ଧ ହୁଏ କାରଣ ଆମେ ବୁଝିପାରୁଛୁ ଯେ ଆପଣଙ୍କ ପାଖରେ ବୀମା ଏଜେଣ୍ଟ ପଛରେ ଦୌଡ଼ିବାକୁ ବା ବିଭିନ୍ନ ପ୍ରଚାରପତ୍ର ପଢ଼ିବା ପାଇଁ ସମୟ ନାହିଁ |କେବଳ IFFCO ଟୋକିଓ ୱେବସାଇଟରେ ଲଗ୍‍ଇନ୍‍ କରନ୍ତୁ, ଭ୍ରମଣ ବୀମା ପ୍ଲାନରେ ନିଜକୁ ପଞ୍ଜିକୃତ କରନ୍ତୁ ଏବଂ ଆପଣଙ୍କ ପରିକଳ୍ପିତ ଛୁଟିଦିନ ପାଇଁ ଉପଯୁକ୍ତ କଭରେଜ ପାଆନ୍ତୁ |

ଏହା କନ ବୀମାକୃତ କରେ?

ଆମ ଭ୍ରମଣ ବୀମା ପ୍ଲାନ ସେହି ଆଶଙ୍କଗୁଡ଼ିକ କଭର କରେ ଯେଉଁଗୁଡ଼ିକ ଯେଉଁଗୁଡ଼ିକ ଯେକୌଣସି ବିଦେଶ ବା ଦେଶମଧ୍ୟରେ ଯାତ୍ରା ସମୟରେ ଉପୁଜିପାରେ |ଆପଣ ବ୍ୟକ୍ତିଗତ ଦୁର୍ଘଟଣା, କିଚିତ୍ସା ଖର୍ଚ୍ଚ, ପ୍ରତ୍ୟାବର୍ତ୍ତନ, ଚେକ୍‍ ହୋ‍ଇଥିବା ଲଗେଜ ହଜିଯିବା ବା କ୍ଷତି ହେବା, ପାସପୋର୍ଟ ହଜିଯିବା ଏବଂ ତୃତୀୟ ପକ୍ଷ ଦାୟବଦ୍ଧତାର କଭର ପଆନ୍ତି |.

IFFCO ଟୋକିଓର ଭ୍ରମଣ ବୀମା ପ୍ଲାନ ଏହା ସୁନିଶ୍ଚିତ କରେ ଯେ ଆପଣ ଯାତ୍ରା ସମୟରେ କୌଣସି ଜରୁରୀ ପରିସ୍ଥିତି କାରଣରୁ ଅତକି ନ ପଡ଼ନ୍ତୁ |ଏକାଧିକ କଭରେଜ ପ୍ଲାନ ସହିତ, ଆମ ଭ୍ରମଣ ବୀମା ପଲିସି ବ୍ୟପକ କଭରେଜ ପ୍ୟାକେଜ ଉପଲବ୍ଧ କରାଏ ଯାହା ଆପଣଙ୍କ ଚିକିତ୍ସା ଖର୍ଚ୍ଚ କଭର କରିବ ଏବଂ ଆପଣଙ୍କ ଭ୍ରମଣକୁ ପୂର୍ଣ୍ଣରୁପେ ଉପଭୋଗ କରିବାକୁ ସାହାଯ୍ୟ କରିବ | IFFCO ଟୋକିଓ ପ୍ରସ୍ତାବ ଦେଉଛି ଶ୍ରେଷ୍ଠ ଭ୍ରମଣ ବୀମା ପଲିସି ଏବଂ ଝାମେଲା ମୂକ୍ତ, ଭ୍ରମଣ କିଣିବା ପାଇଁ ବ୍ୟବହାରକାରୀ ବନ୍ଧୁତ୍ୱପୂର୍ଣ୍ଣ ଅନ୍‍ଲାଇନ ସେବା |

ଆମେ, IFFCO ଟୋକିଓରେ, ଅନେକ ଭ୍ରମଣ ବୀମା ପ୍ଲାନ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା ମଧ୍ୟରେ ପ୍ରଚୁର ଆନନ୍ଦ ପାଇଥାଉ ଯାହା କେବଳ ଆପଣଙ୍କ ଯାତ୍ରା ସମୟର ସାଧାରଣ ପ୍ରୟୋଜନଗୁଡ଼ିକ ପୂରଣ କରେ ନାହିଁ ମାତ୍ର ଯେକୌଣସି ଅନିଶ୍ଚିତ ପରିସ୍ଥିତି ଠାରୁ ମଧ୍ୟ "ସାମଗ୍ରିକ" କଭରେଜ ପ୍ରଦାନ କରେ |.


Download Motor Policy

Feedback