Print
Email this Page
ଯାନ ରାସ୍ତାରେ ସହାୟତା ବୀମା
ଇଫକୋ ଟୋକିଓ ଏହି ଅତିରିକ୍ତ ଲାଭ ପ୍ରଦାନ କରିଥାଏ ଯାହା ନିଜସ୍ୱ କାର୍ ବ୍ୟାପକ ପଲିସି ସହିତ ଉପଲବ୍ଧ, କେବଳ ଅନଲାଇନରେ କ୍ରୟ କରାଯାଇଥାଏ। ଏହା ଏକ ଜରୁରୀକାଳୀନ ସହାୟତା ସେବା ଏବଂ ଆପଣଙ୍କ ଯାନ ଅଚଳ ହେବା ଘଟଣାରେ ଆପଣଙ୍କୁ ସହାୟତା କରିଥାଏ। ବୀମାଭୁକ୍ତ ବ୍ୟକ୍ତି ସେହି ଲାଭ ପ୍ରାପ୍ତ କରିଥାନ୍ତି ଯାହାକି ମୋଟର ପ୍ୟାକେଜ୍ ପଲିସି ଅଧୀନରେ ରହିଥିବା ଲାଭଗୁଡିକ ପରି ସମାନ ଅଟେ। ଅବଶ୍ୟ, ଦୈବିକ ଘଟଣା, ଦଙ୍ଗା, ଧର୍ମଘଟ, ବିଦ୍ୱେଷମୂଳକ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହିର୍ଭୁକ୍ତ କରିଥାଏ । ଏହା ଆଭ୍ୟନ୍ତରୀଣ ଅଚଳାବସ୍ଥା, ବ୍ୟାଟେରୀ ଡିସଚାର୍ଜ୍, ଟାୟାର୍ ପଙ୍କକହର୍, ଚାବି ହଜିଯିବା ଇତ୍ୟାଦି କ୍ଷେତ୍ରରେ ଲାଭଗୁଡିକୁ ଅନ୍ତର୍ଭୁକ୍ତ କରିଥାଏ।