ଏହି ପଲିସି ବିଭିନ୍ନ ଧରନର ବହିରସ୍ଥ କ୍ଷତିରୁ ଆପନଙ୍କ ବ୍ୟକ୍ତିଗତ ଗାଡ଼ିକୁ ରକ୍ଷା କରେ...ଅଧିକ ପଢ଼ନ୍ତୁ
ିଫଫଚୋ ଟୋକିଓର ବାଣିଜ୍ୟିକ ବାହନ ବୀମା ପଲିସି ସୁରକ୍ଷା ପ୍ରଦାନ କରେ ଆପଣଙ୍କ ବାଣିଜ୍ୟିକ..
Two wheeler insurance policy
ଲୋକମାନଙ୍କ ଦୈନନ୍ଦିନ ଯିବାଆସିବା କରିବାର ମାଧ୍ୟମ ହିସାବରେ ଦୁଇ ଚକିଆ ଯାନ ହୁଏତ ସବୁଠାରୁ ପସନ୍ଦର ମାଧ୍ୟମ ହୋ‍... Read More
Iffco Tokio's 24x7 on road assistance
ତହିସ ସିସ ାନ ାଧିତିୋନାଲ ବେନେଫିତ ୱିତହ ିଫଫଚୋ ତୋକିୋ ପରିଵାତେ ଚାର ିନସୁରାନଚେ ପୋଲିଚୟ ପୁରଚହାସେଦ ୋନଲିନେ
Value Auto Coverage
ଏକ ଅନନ୍ୟ ଅତିରିକ୍ତ ସୁବିଧାର ଗୁଚ୍ଛ ଯାହା ବାହନ ପ୍ୟାକେଜ ପଲିସି ପାଇଁ ଅତି କମ ଖର୍ଚ୍ଚରେ ପ୍ରଦନ କରାଯାଏ...

IFFCO ଟୋକିଓ ଦ୍ୱାରା ଶ୍ରେଷ୍ଠ ଅନ୍‌ଲାଇନବାହନ ବୀମା ପଲିସି


IFFCO ଟୋକିଓ ପ୍ରତିଟି ସମ୍ଭାବ୍ୟ ବିପଦ ଆଶଙ୍କା ଠାରୁ କାର କୁ ସୁରକ୍ଷିତ କରିବା ପାଇଁ ଶ୍ରେଷ୍ଠ କାର ବୀମା ପଲିସି ପ୍ରସ୍ତାବ କରେ |ଯେ କୌଣସି ସମୟରେ ଘଟିପାରେ ଏପରି ଅପ୍ରତ୍ୟାଶିତ ପରିସ୍ଥିତିରୁ ରକ୍ଷା କରିବା ପାଇଁ, IFFCO ଟୋକିଓ - ଭାରତରେ ଏକ ପ୍ରଧାନ ବୀମା ପଲିସି କମ୍ପାନୀ - ଆପଣଙ୍କୁ ଏକ ବ୍ୟାପକ ବାହନ ବୀମା ପ୍ରସ୍ତାବ ଦେଉଛି ଯାହା ନା କେବଳ ବସ୍ତବ ସମ୍ପଦର ରକ୍ଷା କରିବ, ଏହା ଅପ୍ରତ୍ୟାଶିତ ପରିସ୍ଥିତିରୁ ସାରା ଜୀବନ ସୁରକ୍ଷା ପ୍ରଦାନ କରିବ |.

ଗ୍ରାହକମାନଙ୍କୁ ପୂର୍ଣ୍ଣରୂପେ ସହୟ୍ତା କରିବା ପାଇଁ ପରିକଳ୍ପିତ ହୋ‍ଇ, IFFCO ଟୋକିଓ ଅତୁଳନୀୟ ବାହନ ବୀମା ପଲିସି କଭରେଜ ପ୍ରଦାନ କରେ ଯାହା ଆପଣଙ୍କ କାରକୁ ପ୍ରତ୍ୟେକ ବିପଦ ଆଶଙ୍କା ଠାରୁ ରକ୍ଷା କରେ ଏବଂ ଆପଣଙ୍କୁ ଏକ ସମ୍ପୂର୍ଣ୍ଣ "ଅନ-ରୋଡ" ସୁରକ୍ଷା ସୁବିଧା ପ୍ରଦାନ କରେ |ଅମ୍‍ଲାଇନ ଗାଡ଼ି ବୀମା ସମସ୍ତ ଦାୟଗୁଡ଼ିକ ଗ୍ରହଣ କରେ, ଯେଉଁଥିରେ ଗାଡ଼ି ଚାଳନା ସମୟରେ ହୁଏତ ତୃତୀୟ ପକ୍ଷର ଆଘାତ ଲାଗିବା ବା ମୃତ୍ୟୁ ଘଟିବା ଅଥବ ତୃତୀୟ ପକ୍ଷର ସମ୍ପତ୍ତି କ୍ଷତି ଘଟିବାରେ ହୋ‍ଇପାରେ |ଅନ୍ୟ କଥାରେ କହିଲେ, ବଜାରରେ ଉପଲବ୍ଧ ସବୁଠାରୁ ଶ୍ରେଷ୍ଠ ଚାରି-ଚକିଆ ଯାନ ବୀମାରେ ଆପଣ ଆଶା କରୁଥିବା ସବୁକିଛି ଏଥିରେ ରହିଛି |

ବାହନ ବୀମା ପଲିସି କଣ କଭର କରେ?

IFFCO ଟୋକିଓ ବାହନ ବୀମା ସମ୍ଫୁର୍ଣ୍ଣ କ୍ଷତିପୂରଣର ସୁବିଧା ନେଇ ଆସେ, ଯାହା ଦଙ୍ଗା, ଅଗ୍ନୀକାଣ୍ଡ, ଚୋରି, ବିସ୍ଫୋରଣ, ହରତାଳ, ସନ୍ତ୍ରାସ କାର୍ଯ୍ୟକଳାପ, ଦୂଷିତ କାର୍ଯ୍ୟ ବିରୁଦ୍ଧରେ ଆପଣଙ୍କୁ ବାହନ ବୀମା ପ୍ରଦାନ କରିଥାଏ |ଏହି ବାହନ ବୀମା ଆହୁରି ମଧ୍ୟ ଆପଣଙ୍କୁ ଭୂମିକମ୍ପ, ସାଇକ୍ଲୋନ, ବନ୍ୟା, ସୁନାମି ଇୟୁଆଦି ପରି ଦୈବ ଦୁର୍ବିପାକରୁ ରକ୍ଷା କରିଥାଏ |

ଏହା ଛଡ଼ା, IFFCO ଟୋକିଓ ବାହନ ବୀମା ପଲିସି ଆପଣଙ୍କୁ ବିଭିନ୍ନ ସଙ୍କଟପୂର୍ଣ୍ଣ ପରିସ୍ଥିତି ଯେପରିକି (ଗାଡ଼ି ଚାଳନା ସମୟରେ) ଆଭ୍ୟନ୍ତରୀଣ ବ୍ରେକଡାଉନ, ବ୍ୟାଟେରୀ ଡିସଚାର୍ଜ, ଟାୟାର ପଂଚର, ଚାବି ହଜିବା ଇତ୍ୟାଦି ପରି ଅବସ୍ଥାରେ ଅତିରିକ୍ତ ସୁବିଧା ପ୍ରଦନ କରେ |ଆମ ଅନ୍‍ଲାଇନ ବାହନ ବୀମା ଉତ୍ପାଦ ଅଧିନରେ ସମସ୍ତ ପ୍ଲାନଗୁଡ଼ିକ ସମଗ୍ର ଭାରତରେ ଏକ ରିମୋଟ ନେଟୱାର୍କ ପ୍ଲାନ ସହିତ ବିବିଯୋଗକାରୀଙ୍କୁ ପରିବେଷଣ କରିବା ପାଇଁ ପରିକଳ୍ପିତ ହୋ‍ଇଛି |

ବାହନ ବୀମାର ସୁବିଧାଗୁଡ଼ିକ:

ଏନ୍‍ବିସି(NBC)
ସୁରକ୍ଷା
2300+ ନଗଦହୀନ
ନେଟୱାର୍କ ଗ୍ୟାରେଜଗୁଡ଼ିକ
ସମଗ୍ର ଭାରତରେ
ନୁତନ ବାହନ
ପୂନଃସ୍ଥାପନ
ତାତ୍‍କ୍ଷଣିକ ଅନ୍‍ଲାଇନ
କ୍ରୟ ଏବଂ
ପୂନର୍ନବିକରଣ

ଅନ୍‍‌ଲାଇନରେ ବାହନ ବୀମା ପଲିସି ପାଆନ୍ତୁ

ଆମେ ଅପଣଙ୍କୁ ଉଚ୍ଚ ମାନର ସୁବିଧା ସହିତ ମୂଲ୍ୟବାନ କଭରେଜ ପ୍ରଦାନ କରିବାକୁ ଚେଷ୍ଟା କରୁ, ଆମ ୱେବସାଇଟରେ ଅନ୍‍ଲାଇନ ବାହନ ବୀମା ପଲିସି ସମାଧାନ ଝାମେଲା ମୂକ୍ତ ଏବଂ ନ୍ୟବହାରକାରୀ ବନ୍ଧୁତ୍ୱପୂର୍ଣ୍ଣ କ୍ଷେଗୁଡ଼ିକ ଆସେ ଯାହା ନା କେବଳ ଆପଣଙ୍କୁ ସହ ଦାବିର ଡୋମେନ ପ୍ରଦାନ କରେ ମାତ୍ର ସହଜସାଧ୍ୟ ନିସ୍ପତ୍ତି ପ୍ରକ୍ରିୟା ମଧ୍ୟ ପ୍ରଦାନ କରେ |ଡିଜିଟାଲ ଦିଗକୁ ଯିବା IFFCO ଟୋକିଓର ପ୍ରଧାନ ଲକ୍ଷ୍ୟ, ଏବଂ ଆମର ଅନ୍‌ଲାଇନ ଡୋମେନ ଅନ୍‌ଲାଇନରେ ଆମର ସମସ୍ତ ବାହନ ବୀମା ଆପଣଙ୍କୁ ଉପଲବ୍ଧ କରିବା ନେଇ ଚିର ପ୍ରଚେଷ୍ଟ ରହିଛି |.

ଏବେ ଆପଣ ଯେକୌଣସି ସମୟରେ, ଯେକୌଣସି ସ୍ଥାନରୁ ନଥିଭୁକ୍ତ କରିପାରିବେ ଏବଂ ଆପଣଙ୍କ ପ୍ରୟୋଜନୀୟତା ଅନୁସରେ ଆପଣଙ୍କ ଚାରି ଚକିଆ ବାହନ ବୀମା ପ୍ଲାନ ବାଛିନେଇପାରିବେ |ଆମ ଦିଗରେ ବାହନ ବୀମା ପଲିସି ଆପଣଙ୍କ ସ୍ୱାଧୀନତା ଆପଣଙ୍କ ଦାବିର କ୍ଷତିପୂରଣ ଭରଣ କରିବା ଦ୍ୱାରା ଏକ ଚାପମୂକ୍ତ ଏବଂ ସାଶ୍ରୟକାରୀ ଉପାୟରେ ବଜାୟ ରଖେ ଅନ୍ୟଥାରେ ଯାହା ବ୍ୟୟବହୁଳ ଓ କଷ୍ଟକର ହୋ‍ଇପାରେ |.

ଆପଣଙ୍କ ବାହନ ଆପଣଙ୍କର ଏକ ଅତ୍ୟନ୍ତ ମୂଲ୍ୟବାନ ବସ୍ତୁ | ଏହାକୁ IFFCO ଟୋକିଓ ବାହନ ବୀମା ସହିତ ଏହା ଦାବି କରୁଥିବା ଯତ୍ନ ଓ ସୁରକ୍ଷା ପ୍ରଦାନ କରନ୍ତୁ |ତେଣୁ IFFCO ଟୋକିଓରେ ଅନ୍‍ଲାଇନ ବାହନ ବୀମା କିଣି ନିଶ୍ଚିନ୍ତ ରୁହନ୍ତୁ |


Download Motor Policy

Feedback