Home Suvidha Policy
ଗେତ ଚୋମପଲେତେ ପରୋତେଚତିୋନ ଫୋର ୟୋୁର ହୋୁସେ ାଗାିନସତ ପୋଶିବଲେ ରିସକସ ୱିତହ ୋୁର ହୋମେ ପରୋତେଚତୋର ପୋଲିଚୟ
Home Family Protector
ସାଫେଗୁାରଦ ୟୋୁର ଫାମିଲୟ ାଗାିନସତ ା ୱିଦେ ରାନଗେ ୋଫ ପେରିଲସ ୱିତହ ୋୁର ହୋମେ ସୁଵିଦହା ିନସୁରାନଚେ ପୋଲିଚୟ…... Read More

ଅନ୍‌ଲାଇନରେ ଶ୍ରେଷ୍ଠ ଗୃହ ବୀମା ପ୍ଲାନ କିଣନ୍ତୁ

ଗୋଟିଏ ଦିନରେ ଘର ଘଢ଼ିଉଠେ ନାହିଁ! ଏହା ଏକ ସମୟ ଓ ଶକ୍ତି ବ୍ୟୟକାରୀ ପ୍ରକ୍ରିୟା ଯେଉଁଥିରେ ମାଲିକର ପ୍ରଚୁର ପରିମାଣରେ କଠିନ ଚେଷ୍ଟା, ଶ୍ରମ ଏବଂ ବ୍ୟଥା ଲାଗିଥାଏ |ଆମଣ ଆପଣଙ୍କ ଘର ସହିତ ସଜ୍ଜିତ କରିଥିବା ପ୍ରତ୍ୟେକ ଖଣ୍ଡ ଅତି ଦୁର୍ମୂଲ୍ୟ ଅଧିକାର ରହିଛି ଯେଉଁଥିରେ ଆପଣଙ୍କ ଏକ ଆବେଗପୂର୍ଣ୍ଣ ବନ୍ଧନ ରହିଛି |ତେଣୁ, ଆମେ ଆମ ନିରାପଦ ଆଶ୍ରୟସ୍ଥଳକୁ ଜୀବନର ଆଶୁପ୍ରଭାବିତ ଅନେକ ଆଶଙ୍କା ଓ ସମ୍ଭାବନା ଯେପରିକି ଡକେଇତୀ, ପ୍ରାକୃତିକ କାରନରୁ ବା ମନୁଷ୍ୟକୃତ କାରଣ ଇତ୍ୟାଦିରୁ କ୍ଷତି ହେବା ଠାରୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିଥାଉ |

ଏଣୁ ଗୃହ ବୀମା ଏକ ସାଧନ ଯାହା ଆପଣଙ୍କୁ ଅପ୍ରତ୍ୟାଶିତ ଦୁର୍ଘଟଣା ଠାରୁ ଆପଣଙ୍କ ଘର ଏବଂ/ବା ଘରେ ଥିବା ଉପକରଣ ବିରୁଦ୍ଧରେ ବିପଦ ଆଶଙ୍କା କଭର କରିବାରେ ସଶକ୍ତ କରେ |ଗୃହ ବୀମା ପଲିସିରେ ଜଣଙ୍କ ଘରରେ, ଏଥିରେ ଥିବା ଆସବାବରେ ହୋ‍ଇଥିବା କ୍ଷତି, ବ୍ୟବହାର ଜନିତ କ୍ଷତି(ଅତିରିକ୍ତ ଜୀବନଧାରଣ ଖର୍ଚ୍ଚ), ନା ଘରର ମାଲିକର ଅନ୍ୟାନ୍ୟ ବ୍ୟକ୍ତିଗତ ସମ୍ପତ୍ତି, ତା ସହିତ ଦୁର୍ଘଟଣା ପାଇଁ ଦାୟ ବୀମା ଯାହା ଘରେ ଅଥବା ଘରମାଲିକ ହାତରେ ପଲିସିର ପରିଧି ମଧ୍ୟରେ ହୋ‍ଇଥିବା କ୍ଷତି |.

IFFCO ଟିକିଓରେ ଶ୍ରେଷ୍ଟ ଗୃହ ବୀମା ଆପଣଙ୍କ ଘର ଓ ପରିବାରକୁ ବିସ୍ତୃତ ଧରଣର ବିପଦ ଆଶଙ୍କା ବା ଆପଦା ବିରୁଦ୍ଧରେ ରକ୍ଷା କରେ |ଆମର ବ୍ୟାପକ ଗୃହ ବୀମା ପଲିସି ଆପନଙ୍କ ସମସ୍ତ ସମ୍ପଦ, ସ୍ୱାର୍ଥ, ଦାୟବଦ୍ଧତା ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରି କୌଣସି ବୀମା ଜନିତ ଫାଙ୍କ ଛାଡ଼େ ନାହିଁ |ଏବେ ଝାମେଲାମୂକ୍ତ ସହଜ ଅନ୍‌ଲାଇନ ଅଭିଜ୍ଞତା ମାଧ୍ୟମରେ ଅନ୍‌ଲାଇନରେ ଆମର ଗୃହ ବୀମା କିଣନ୍ତୁ ଏବଂ IFFCO ଟୋକିଓ ର ଗୃହ ବୀମା ପଲିସି ସହିତ ଗୃହର ବ୍ୟାପକ କଭରେଜ ଉପଭୋଗ କରନ୍ତୁ |.


Download Motor Policy

Feedback