ସ୍ୱାସ୍ଥ୍ୟ କବଚ ପଲିସି
ପରୋତେଚତ ୟୋୁର ଫାମିଲୟ ାଗାିନସତ ମେଦିଚାଲ େ୍ପାନଚେସ ିନଚଲୁଦିନଗ ହୋସପିତାଲିଂାତିୋନ,େମେରଗେନଚିେସ ାନଦ ରେଗୁଲାର... ରୋଦ ମୋରେ
ଇଣ୍ଡିଭିଜୁଆଲ୍ ମେଡିସିଲ୍ଡ ପଲିସି
ଗେତ ଚାସହ ଫରୈ ହୋସପିତାଲିଂାତିୋନ ବେନିଫିତ ିନ ମୋରେ ତହାନ ୩୦୦୦ ହୋସପିତାଲ ାଚରୋଶ ିନଦିା ିନ ଚାସେ ୋଫ ିଳନେଶ ୋର... ରୋଦ ମୋରେ
ପର୍ସନାଲ୍ ଆକ୍ସିଡେଣ୍ଟାଲ୍ ଇନ୍‌ସ୍ୟୁରାନ୍‌ସ୍ ପଲିସି
ଗେଟ ଥେ ଋଗଷ୍ଟ କିନ୍ଦ ଅ ଚୋବେର ଫୋର ଊଂଚେର୍ଟିଂ ଟିମଏସ ବିଠ ଇନ୍ଦିବିଦୁଲ ପେରସନାଲ ଆସିଚିଡେଣ୍ଟ Read More
Critical Illness Insurance
Get comprehensive coverage for hospitalisation, protecting you & your family during critical... ରୋଦ ମୋରେ
Health Protector Plus Policy
Get coverage against high treatment costs for any injury or disease related contingencies…Read... ରୋଦ ମୋରେ

IFFCO ଟୋକିଓ ଠାରୁ ଅନ୍‌ଲାଇନ ସ୍ୱାସ୍ଥ୍ୟ ବୀମା ପରିକଳ୍ପନା

ସ୍ୱାସ୍ଥ୍ୟ ବୀମା ପ୍ରତ୍ୟେକଙ୍କ ପାଇଁ ଏକ "ନିଶ୍ଚିତରୂପେ ଆବଶ୍ୟକୀୟ" ଉପାଦାନ |ଆମେ, IFFCO ଟୋକିଓରେ, ଆପଣଙ୍କୁ ଝାମେଲା ମୂକ୍ତ ଅନ୍‌ଲାଇନ୍‌ ସ୍ୱାସ୍ଥ୍ୟ ବୀମା ପଲିସି ପ୍ରଦାନ କରୁ ଯାହା ଆପଣଙ୍କୁ "ବିଶାଳ ଚିକିତ୍ସା ଜନିତ କ୍ଷତିରୁ ମୂକ୍ତି" ଦିଏ |ଏକ ଶାରୀରିକ କ୍ଷତି ହେଉ ବା କୌଣସି ସ୍ୱାସ୍ଥ୍ୟହାନି ହେଉ, ଏହା ଆପଣଙ୍କୁ ସର୍ବୋତ୍ତମ ଚିକିତ୍ସାସହାୟତା ପ୍ରଦାନ କରି ଏବଂ ଆର୍ଥିକ ରୁପେ ସମର୍ଥନ କରି ଆପଣଙ୍କୁ ସଶକ୍ତ କରେ |

ସ୍ୱାସ୍ଥ୍ୟ ବୀମା ପରିକଳ୍ପନାଗୁଡ଼ିକ:ଏହା କିପରି ମିଳିପାରିପ?

ସ୍ୱାସ୍ଥ୍ୟ ବୀମା ପାଇବାର ଦୁଇଟି ଉପାୟ ରହିଛି;

  • ଅସୁସ୍ଥତା /ଆଘାତ ଠାରୁ ହୋ‍ଇଥିବା ଖର୍ଚ୍ଚ ପାଇଁ ବୀମାକୃତକୁ ପ୍ରତ୍ୟକ୍ଷ୍ୟ ଭାବେ ଫେରସ୍ତ କରିବା ମାଧ୍ୟମରେ
  • ସ୍ୱାସ୍ଥ୍ୟ ସେବ ପ୍ରଦନକାରୀକୁ ସିଧସଳଖ ପେମେଣ୍ଟ

IFFCO ଟୋକିଓ ଠାରେ ସ୍ୱାସ୍ଥ୍ୟ ବୀମା ପରିକଳ୍ପନା

ଭାରତରେ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବୀମା ଆଜିର ଜୀବନରେ ଅତ୍ୟାବଶ୍ୟକୀୟ ହୋ‍ଇ ଉଠିଲାଣି ଏବଂ କେବଳ ବାର୍ଧକ୍ୟ ପାଇଁ ବିବେଚନା କରାଯିବା ଉଚିତ୍‍ ନୁହେଁ |ଗୋଟିଏ ଅନୁଢ଼ ଜୀବନଶୈଳି କାରଣରୁ, ଦୈବଦୁର୍ବିପାକ ଯେୌଣସି ସମୟରେ ଆସିବାକୁ ଧରିନେଲେ, ଆପଣଙ୍କୁ ଆର୍ଥିକ ବୋଝରୁ ନିଜକୁ ସୁରକ୍ଷିତ କରିବା ପାଇଁ ଏକ କଭର ବାଧ୍ୟତାମୂଳକ ହୋ‍ଇଯାଏ |ଏହାଛଡ଼ା ମଧ୍ୟ, ପ୍ରଯୁକ୍ତିର ବ୍ୟବହାର ଓ ଡାକ୍ତରଙ୍କ ଫୀ ସହିତ ଚିକିତ୍ସାର ବ୍ୟୟ ଯେପରି ବଢ଼ି ଯାଇଛି, ଏହା ଗୁରୁତ୍ୱପୂର୍ଣ୍ଣ ହୋ‍ଇଯାଏ ଯେ ଆପଣ ନିଜକୁ ସଠିକ ସ୍ୱାସ୍ଥ୍ୟ ବୀମା ପ୍ଲାନ ସହିତ ଏହିପରି ଅନିଶ୍ଚିତତାରୁ ନିଜକୁ ସୁରକ୍ଷିତ କରିବେ |.

IFFCO ଟୋକିଓ ଆପଣଙ୍କ ପ୍ରୟୋଜନକୁ ବୁଝେ ଏବଂ ଆପଣଙ୍କୁ ଆଥିକ ଝଟ୍‍କାରୁ ରକ୍ଷା କରିବା ପାଇଁ ବିସ୍ତୃତ ଧରଣର ସ୍ୱାସ୍ଥ୍ୟ ବୀମା ସମାଧାନର ପ୍ରସ୍ତାବ ଦେଉଛି |

ଅନ୍‍ଲାଇନ୍‍ ସ୍ୱାସ୍ଥ୍ୟ ବୀମାର ଉପକାରୀତା

ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟଗତ ବିପଦ ଆଶଙ୍କାକୁ କଭର କରିବା ପାଇଁ ଅନ୍‍ଲାଇନରେ ଆମ ସ୍ୱାସ୍ଥ୍ୟ ବୀମା କିଣନ୍ତୁ ଏବଂ ନିମ୍ନଲିଖିତ ଉପକାରୀତାଗୁଡ଼ିକ ପାଆନ୍ତୁ:

କେବଳ ଆମ ୱେବସାଇଟ ବ୍ରାଉଜ କରିବା ଦ୍ୱାରା ସମୟ ବଞ୍ଚାନ୍ତୁ ଏବଂ ଆପଣଙ୍କ ାବଶ୍ୟକତା ଅନୁସାରେ ଆମ ଚିକିତ୍ସା ବୀମା ପ୍ଲାନ ବାଛି ନିଅନ୍ତୁ |

ସ୍ୱାଥ୍ୟ ବୀମା ପ୍ରିମିୟମ(ଭାରତୀୟ ଆୟକର ଆଇନ ଅଧ୍ୟାୟ 80D) ଅଧୀନରେ ପ୍ରଦେୟ ରାଶି ଉପରେ କର ସୁବିଧା ପାଆନ୍ତୁ |

ଅନ୍‍ଲାଇନ କ୍ରୟ ପାଇଁ ଡିଜିଟାଲକୃତଭାବେ ସ୍ୱାକ୍ଷରିତ ହୋ‍ଇଥିବା ପଲିସି ଦସ୍ତାବେଜ ପ୍ରାପ୍ତ କରନ୍ତୁ | .

ବିଜ୍ଞତାର ସହ ସ୍ୱାସ୍ଥ୍ୟ ବୀମାକୁ ବାଛନ୍ତୁ ଏବଂ ଅପ୍ରତ୍ୟାଶିତ ଦୁଶ୍ଚିନ୍ତାରୁ ନିଜକୁ ମୂକ୍ତ କରନ୍ତୁ |ଏବେ, ଅପଣ କୌଣସି ଅସୁବିଧା ଛଡ଼ା ଅନ୍‍ଲାଇନରେ ଏହା କରନ୍ତୁ |