ଇନସ୍ୟୁରାନ୍ସରେ ହେଲ୍‌ଥ ଇନସ୍ୟୁରାନ୍ସ ଏବଂ କ୍ରିଟିକାଲ୍ ଇଲନେସ୍ ପଲିସି କିମ୍ବା କ୍ରିଟିକାଲ୍ ଇଲନେସ୍ ରାଇଡର୍ସ ମଧ୍ୟରେ ପାର୍ଥକ୍ୟ କଣ?

PrintPrintEmail this PageEmail this Page

ହେଲ୍‌ଥ ଇନସ୍ୟୁରାନ୍ସ ପଲିସି ହେଉଛି ଡାକ୍ତରୀ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କାର ପ୍ରତିପୂରଣ।

କ୍ରିଟିକାଲ୍ ଇଲନେସ୍ ବା ଗୁରୁତର ଅସୁସ୍ଥତା ଇନସ୍ୟୁରାନ୍ସ ହେଉଛି ଏକ ବେନିଫିଟ୍ ପଲିସି ବା ଲାଭଜନକ ପଲିସି। ବେନିଫିଟ୍ ପଲିସି ଅଧୀନରେ କୌଣସି ଘଟଣା ଘଟିଲେ, ଇନସ୍ୟୁରାନ୍ସ କମ୍ପାନୀ ପଲିସିଧାରୀଙ୍କୁ ଏକ ମୋଟା ଅଙ୍କର ପରିମାଣ ଦେଇଥାଏ। କ୍ରିଟିକାଲ୍ ଇଲନେସ୍ ପଲିସି ଅଧୀନରେ, ପଲିସିରେ ଉଲ୍ଲେଖ କରାଯାଇଥିବା ଭଳି ଯଦି ବୀମାଧାରୀଙ୍କୁ କୌଣସି ଗୁରୁତର ରୋଗ ହୋଇଥିବା ଜଣା ପଡ଼ିଥାଏ।

ଇନସ୍ୟୁରାନ୍ସ କମ୍ପାନୀ ପଲିସିଧାରୀଙ୍କୁ ଏକ ମୋଟା ଅଙ୍କର ପରିମାଣ ପଇଠ କରିବ। କ୍ଲାଏଣ୍ଟ ଗ୍ରହଣ କରିଥିବା ପରିମାଣ ଡାକ୍ତରୀ ଚିକିତ୍ସାରେ ଖର୍ଚ୍ଚ କରୁଛନ୍ତି କି ନାହିଁ ତାହା କ୍ଲାଏଣ୍ଟଙ୍କ ଇଚ୍ଛା ଉପରେ ନିର୍ଭର କରେ।


Download Motor Policy

Feedback