ହୋମ୍ ଇନସ୍ୟୁରାନ୍ସରେ କଣ ସବୁ ରିସ୍କ କଭର କରାଯାଏ?

PrintPrintEmail this PageEmail this Page

ହୋମ୍ ଇନସ୍ୟୁରାନ୍ସ କୋଠା ଏବଂ ଆପଣଙ୍କ ଘରର ଜିନିଷଗୁଡ଼ିକ ଅଗ୍ନିକାଣ୍ଡ, ଭୂମିକମ୍ପ, ବାତ୍ୟା, ଝଡ଼, ତୋଫାନ, ବନ୍ୟା, ଚଡ଼ଚଡ଼ି, ବିସ୍ଫୋରଣ, ଭୂସ୍ଖଳନ, ଗାଡି କିମ୍ବା ବିମାନର ପ୍ରଭାବ, ଏବଂ ପାଣି ଟାଙ୍କି ଏବଂ ପାଇପ୍ ଫାଟିବା ଭଳି ପ୍ରାକୃତିକ ଏବଂ ମାନବଜନିତ ବିପର୍ଯ୍ୟୟରୁ ରକ୍ଷା କରିଥାଏ। ଲୁଟ୍ କ୍ଷେତ୍ରରେ ଏହା ଆପଣଙ୍କ ଘରର ଜିନିଷ ଗୁଡ଼ିକ (ଅଳଙ୍କାର ମଧ୍ୟ) କଭର କରିଥାଏ।


Download Motor Policy

Feedback