ପ୍ରାଇଭେଟ୍ କାର୍ ପାଇଁ ପ୍ରିମିୟମ୍ ରେଟିଂ ଧାର୍ଯ୍ୟ କରୁଥିବା ଉପାଦାନଗୁଡ଼ିକ କଣ?

PrintPrintEmail this PageEmail this Page

ପ୍ରାଇଭେଟ୍ କାର୍‌ଗୁଡ଼ିକ ପାଇଁ ପ୍ରିମିୟମ୍ ରେଟିଂ ନିମ୍ନୋକ୍ତ ଉପାଦାନଗୁଡ଼ିକ ଉପରେ ନିର୍ଭର କରେ:

  • ବୀମାଧାରୀଙ୍କ ଘୋଷଣା କରାଯାଇଥିବା ମୂଲ୍ୟ ବା ଇନସ୍ୟୁର୍ଡ ଡିକଲାର୍ଡ ଭାଲ୍ୟୁ (ଆଇଡିଭି)
  • ଗାଡ଼ିର କ୍ୟୁବିକ୍ କାପାସିଟି
  • ଭୌଗୋଳିକ ଅଞ୍ଚଳ
  • ଗାଡ଼ିର ବୟସ

Download Motor Policy

Feedback