ଏକ ହେଲ୍‌ଥ ଇନସ୍ୟୁରାନ୍ସ କିଣିବା ପାଇଁ କଣ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ?

PrintPrintEmail this PageEmail this Page

ହେଲ୍‌ଥ ଇନସ୍ୟୁରାନ୍ସ କିଣିବା ପାଇଁ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ। ବର୍ତ୍ତମାନ ସୁଦ୍ଧା, ଆପଣଙ୍କର ପାନ୍ କାର୍ଡ କିମ୍ବା ପରିଚୟ ପତ୍ର ମଧ୍ୟ ଦରକାର ନାହିଁ। ଏହା ବୀମାକାରୀ ବା ଇନସ୍ୟୁରର୍ ଏବଂ ଟିପିଏଙ୍କ ସର୍ତ୍ତାବଳୀ ଉପରେ ନିର୍ଭର କରେ। ଏକ କ୍ଲେମ୍ ଦାଖଲ କରିବା ସମୟରେ ଆପଣଙ୍କୁ ପରିଚୟ ପତ୍ର ଭଳି ଡକ୍ୟୁମେଣ୍ଟ ଦେବାକୁ ପଡ଼ିପାରେ।


Download Motor Policy

Feedback