ଯଦି ମୁଁ ଚୋରି ବିରୋଧୀ ଆଲାର୍ମ ଏବଂ ଲକିଂ ସିଷ୍ଟମ ଲଗାଏ ତେବେ କିଛି ରିହାତି ଉପଲବ୍ଧ ଅଛି କି?

PrintPrintEmail this PageEmail this Page

ଯଦି ଆପଣଙ୍କ ଗାଡି ରେ ଚୋରି ବିରୋଧୀ ଉପକରଣ ସ୍ଥାପିତ ହୋଇଥାଏ ତେବେ ରିହାତି ଉପଲବ୍ଧ କିନ୍ତୁ ଏହି ସର୍ତ୍ତ ରେ କି ଉପକରଣ ଟି ଭାରତ ର ଅଟୋମୋବାଇଲ ରିସର୍ଚ ଇନଷ୍ଟିଚିଉଟ ଦ୍ୱାରା ଅନୁମୋଦିତ ଏବଂ ସ୍ଥାପନ ଅଟୋମୋବାଇଲ ଆସୋସିଏସନ ତରଫରୁ ସ୍ୱୀକୃତ ହୋଇଥିବା ଆବଶ୍ୟକ|


Download Motor Policy

Feedback