ମୋର ଏକ ଗାଡି ଅଛି ଯାହା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, କିନ୍ତୁ ତାହାକୁ ମୁଁ ଚଲଉ ନଥିଲି , ତଥାପି କଣ ମୁଁ ଏକ ଦାବି କରି ପାରି୍ବି |

PrintPrintEmail this PageEmail this Page

ତମେ ନିମ୍ନଲିଖିତ ସର୍ତ୍ତରେ ଦାବି କରି ପାରିବ:

  • ଗାଡି ପାଇଁ ଉଦ୍ଦିଷ୍ଟ ବୀମା ପଲିସି କାର୍ଯ୍ୟରତ ଥିବା ଉଚିତ|,
  • ଯଦି ଆପଣ ନିଯୁକ୍ତ ଡ୍ରାଇଭର ପାଇଁ ପ୍ରିମିୟମ ଦେଇଛନ୍ତି କିମ୍ବା ଏହା ଆପଣଙ୍କ ଅନୁମତି କ୍ରମେ ଡ୍ରାଇଭ କରାଯାଇଛି|
  • ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ପାଖରେ ବିଧି ବଧ ଲାଇସେନ୍ସ ଥିବା ଆବଶ୍ୟକ କାରଣ ପ୍ରିମିୟମ ଗାଡିର ବସିବାର କ୍ଷମତା ଆଧାରରେ ନିଆଯାଇଥାଏ, ଯାହା ଡ୍ରାଇଭର ସିଟ ରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରିଥାଏ|

Download Motor Policy

Feedback