ଏକ୍ସ-ରେ, ଏମ୍‌ଆରଆଇ କିମ୍ବା ଅଲ୍ଟ୍ରାସାଉଣ୍ଡ ଭଳି ଡାଇଗ୍ନୋଷ୍ଟିକ୍ ଚାର୍ଜଗୁଡ଼ିକୁ ହେଲ୍‌ଥ ଇନସ୍ୟୁରାନ୍‌ସ କଭର କରେ କି?

PrintPrintEmail this PageEmail this Page

ଏକ୍ସ-ରେ, ଏମ୍‌ଆରଆଇ, ରକ୍ତ ପରୀକ୍ଷା ଇତ୍ୟାଦି ଡାଇଗ୍ନୋଷ୍ଟିକ୍ ପରୀକ୍ଷା ହେଲ୍‌ଥ ଇନସ୍ୟୁରାନ୍‌ସ ସେତେବେଳେ କଭର କରେ ଯେତେବେଳେ ରୋଗୀ ଅତି କମ୍‌ରେ ଗୋଟିଏ ରାତି ହସ୍ପିଟାଲ୍‌ରେ ରହିବା ସମୟରେ ସେଗୁଡ଼ିକ କରାଯାଇଥାଏ। ଓପିଡିରେ ପ୍ରେସ୍କ୍ରାଇବ୍ କାରଯାଇଥିବା ଡାଇଗ୍ନୋଷ୍ଟିକ୍ ଟେଷ୍ଟଗୁଡ଼ିକ ସାଧାରଣତଃ କଭର କରାଯାଇ ନ ଥାଏ।


Download Motor Policy

Feedback