ପୂର୍ବ ବର୍ଷରେ ଦାବି କ୍ଷେତ୍ରରେ ଅତିରିକ୍ତ ପ୍ରିମିୟମ ଦେବାକୁ ପଡିବ କି?

PrintPrintEmail this PageEmail this Page

ଦାବି କ୍ଷେତ୍ରରେ କୌଣସି ଅତିରିକ୍ତ ପ୍ରିମିୟମ ଦେବାକୁ ପଡିବ ନାହିଁ କିନ୍ତୁ ଦାବି ଅନୁଭୂତି ଯଦି ଖରାପ ଥାଏ ତେବେ କୋମ୍ପାନି ନିୟମ ଅନୁଯାୟୀ ଲୋଡିଂ ହୁଏତ ଚାର୍ଜ କରାଯିବ| ଆପଣ କେବଳ ଦାବି ରହିତ ବୋନସ ହରେଇବେ ଯାହା ଯଦି ଆପଣ ପଲିସି ଉପରେ କିଛି ଦାବି ନକରିଥିଲେ ପାଇ ଥାଆନ୍ତେ|


Download Motor Policy

Feedback