ମୁଁ ଗୋଟିଏରୁ ଅଧିକ ହେଲ୍‌ଥ ଇନସ୍ୟୁରାନ୍ସ ପଲିସି କିଣି ପାରିବି କି?

PrintPrintEmail this PageEmail this Page

ହଁ, ଗୋଟିଏରୁ ଅଧିକ ହେଲ୍‌ଥ ଇନସ୍ୟୁରାନ୍ସ ପଲିସି କିଣି ପାରିବେ। ଦାବି କ୍ଷେତ୍ରରେ, ପ୍ରତ୍ୟେକ କମ୍ପାନୀ କ୍ଷତିର ରେଟ୍ କରାଯାଇପାରୁଥିବା ଅଂଶ ହିଁ ପଇଠ କରିବେ। ଉଦାହରଣସ୍ୱରୂପ, ଜଣେ ଗ୍ରାହକ ଇନସ୍ୟୁରର୍ ଏ ଠାରୁ 1 ଲକ୍ଷ ଟଙ୍କାର କଭରେଜ୍ ପାଇଁ ହେଲ୍‌ଥ ଇନସ୍ୟୁରାନ୍ସ ନେଇଛନ୍ତି ଏବଂ ଇନସ୍ୟୁରର୍ ବି ଠାରୁ 1 ଲକ୍ଷ ଟଙ୍କାର କଭରେଜ୍ ପାଇଁ ହେଲ୍‌ଥ ଇନସ୍ୟୁରାନ୍ସ ନେଇଛନ୍ତି। 1.5 ଲକ୍ଷ ଟଙ୍କା କ୍ଲେମ୍ କରିବା ସମୟରେ ପ୍ରତ୍ୟେକ ପଲିସି ବୀମା ରାଶି ପର୍ଯ୍ୟନ୍ତ 50:50 ଅନୁପାତରେ ଦେୟ ପ୍ରଦାନ କରିବ।


Download Motor Policy

Feedback