ପଲିସି ଅଧୀନରେ ଘରୋଇ କର୍ମଚାରୀମାନେ କଭର କରାଯାଉଛନ୍ତି କି?

PrintPrintEmail this PageEmail this Page

ଫାଟାଲ୍ ଆକ୍ସିଡେଣ୍ଟ ଆକ୍ଟ 1855, ୱର୍କମେନ୍‌ସ କମ୍ପେନସେସନ୍ ଆକ୍ଟ 1923 କିମ୍ବା ସେଥିରେ କୌଣସି ସଂଶୋଧନ କିମ୍ବା ସାଧାରଣ ନିୟମ ଅଧୀନରେ ଚାକିରି ଯୋଗୁଁ ଏହି ପିଲିସି ଅବଧି ମଧ୍ୟରେ ଘରୋଇ କର୍ମଚାରୀ ଭାବରେ ନିଜ ଘରେ ଏହି ସବ୍-ସେକସନ୍‌ ସହ ସମ୍ବନ୍ଧୀୟ ସେଡ୍ୟୁଲ୍‌ରେ ଉଲ୍ଲେଖ କରାଯାଇଥିବା ଘରୋଇ କର୍ମଚାରୀ ଦୁର୍ଘଟଣାଜନିତ ମୃତ୍ୟୁ, ଶାରୀରିକ କ୍ଷତ, ଅସୁସ୍ଥତା କିମ୍ବା ରୋଗ ହେଲେ।


Download Motor Policy

Feedback