ଅସ୍ୱୀକରଣ

PrintPrintEmail this PageEmail this Page

ଏହି ୱେବସାଇଟ ରେ ନିହିତ ସୂଚନା କେବଳ ଇଛୁକ ପାର୍ଟି ମାନଙ୍କ ପାଇଁ ଇଫକୋ(ଆଇଏଫଏଫସିଓ)-ଟୋକିଓ ଜେନେରାଲ ଇଂସ୍ୟୁରାନ୍ସ କମ୍ପାନି ବିଷୟରେ ସୂଚନା ପ୍ରଦାନ କରିଥାଏ|

ଆଗନ୍ତୁକ ଙ୍କୁ ବ୍ୟାପକ ଏବଂ ଭିନ୍ନ ପ୍ରକାରର ଇଛା ର ବିଷୟ ସମ୍ବନ୍ଧିତ ସାମଗ୍ରୀ ଏବଂ ସେବା କୁ ବିସ୍ତୃତ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି|

ଏହି ୱେବସାଇଟ କୁ ସଦଭାବନା ରେ ସଂକଳିତ କରାଯାଇଛି,କିନ୍ତୁ ସେଥିରେ ସାମିଲ ଥିବା ସୂଚନା ର ପୂର୍ଣ୍ଣତା ଏବଂ ସଠିକତା ପାଇଁ କୌଣସି ବି ପ୍ରତିନିଧିତ୍ତ୍ୱ କରାଯାଇ ନାହିଁ କିମ୍ବା ଗ୍ୟାରେଣ୍ଟି ପ୍ରଦାନ କରାଯାଇ ନାହିଁ(ବ୍ୟକ୍ତ କରାଯାଇ ନାହିଁ କିମ୍ବା ନିହିତ ନାହିଁ)

ବିଚାର ଉପଯୋଗ କର୍ତ୍ତାଙ୍କ ପାଇଁ ଏକ ସାମାନ୍ୟ ମାର୍ଗ ଦର୍ଶନ ରୂପରେ"ଯେମିତି ଅଛି" ଆଧାରରେ ପ୍ରଦାନ କରା ଯାଇଛି| ତେଣୁ ଆପଣଙ୍କୁ ଅନୁରୋଧ କରାଯାଉଛି କି ଏହା ଉପରେ କାର୍ଯ୍ୟ କରିବା ପୂର୍ବରୁ ସୂଚନା ର ସତ୍ୟା ସତ୍ୟ ପାଇଁ ସଂଶ୍ଳିଷ୍ଟ କମ୍ପାନି ଲିମିଟେଡ କୁ କଲ କରନ୍ତୁ| ୱେବସାଇଟ ରେ ଆସୁଥିବା ଆଗନ୍ତୁକ ଙ୍କ ନିଜ ଇଛାରେ ବିଚାର ଏବଂ ସେବାର ଉପଯୋଗ କରୁଥିବା ମନାହେବ|ୱେବସାଇଟ ରେ ଉପଲବ୍ଧ କରାଇ ଯାଇଥିବା ସ୍ପଷ୍ଟ ଏବଂ ଅନ୍ତର୍ନିହିତ ଉପଯୋଗରୁ ଉତ୍ପନ୍ନ ହେଉଥିବା କୌଣସିବି ଦାୟିତ୍ୱତା ପାଇଁ ଇଫକୋ(ଆଇଏଫଏଫସିଓ)-ଟୋକିଓ ଜେନେରାଲ ଇଂସ୍ୟୁରାନ୍ସ ଉତ୍ତର ଦାୟୀ ନୁହନ୍ତି|


Download Motor Policy

Feedback