ଅନଲାଇନ ପ୍ରିମିୟମ ଦେୟ

ଆମର ଅନଲାଇନ ପ୍ରିମିୟମ ଦେୟ ସେବା ସହିତ କିଛି କ୍ଲିକ ରେ ପଲିସି କୁ ନବିନିକୃତ କରିବାର ସୁବିଧା ଖୋଜନ୍ତୁ|

ଅମେ ଅନ ଲାଇନ ନବିକରଣ କୁ ଦ୍ରୁତ ଏବଂ ସହଜ କରିଛୁ ଆପଣ ଅନଲାଇନ ପ୍ରିମିୟମ ଦେୟ କରିବା ପୂର୍ବରୁ ସବୁ କିଛି କୁ ଥରେ ଭଲ ଭାବରେ ଦେଖି ଦିଅନ୍ତୁ|

ପାଇଁ ପ୍ରିମିୟମ ଦେୟ:
ମୋବାଇଲ ପୋର୍ଟାଲ

ଆମର ମୋବାଇଲ ପୋର୍ଟାଲ ଯାହାକି ଆଇଓଏସ, ଆଣ୍ଡରଏଡ,ୱିଣ୍ଡୋଜ ଏବଂ ସିମ୍ବିଆନ ସକ୍ଷମ ଫୋନ ରୁ ଅଭିଗମ୍ୟ ମାଧ୍ୟମରେ ଆପଣ ଚାଲିବା ସମୟରେ ମଧ୍ୟ ଆପଣଙ୍କ ମୋଟର ବୀମା ର ନବିକରଣ କରି ପାରିବେ|

ଲିଙ୍କ ପାଇବାକୁ ଦୟାକରି RENEW ଲେଖି 575758 କୁ ଏସଏମଏସ କରନ୍ତୁ

ଏକ ଶାଖା ରେ

ଆମର କର୍ମଚାରୀ ମାନେ ଆପଣଙ୍କୁ ଆମ ଶାଖାରେ ସ୍ୱାଗତ କରିବାକୁ ପ୍ରସନ୍ନ ହେବେ, ଆପଣ କଣ ଆପଣଙ୍କ ପ୍ରିମିୟମ ପଲିସି ଜାରି କରିଥିବା ଶାଖାରେ ବ୍ୟକ୍ତିଗତ ଭାବରେ ଦେବାକୁ ନିଷ୍ପତି ନେବେ

ଆମ କାର୍ଯ୍ୟାଳୟ ର ସମ୍ୟ ଅବଧି ଏବଂ ଶାଖା ସ୍ଥାନ ପାଇଁ ଆମର ଶାଖା ଲୋକେଟର କୁ ସନ୍ଦର୍ଭ କରନ୍ତୁ|

ପୋଷ୍ଟ ଦ୍ୱାରା

ଆନ୍ୟ ଭାବରେ, ଆପଣ ଚେକ ମେଲ କରି ପାରିବେ/ ଡ୍ରାଫ୍ଟ କରି ପାରିବେ

ପ୍ରତିଧାରଣ କାର୍ଯ୍ୟ କ୍ଷେତ୍ର,
ଇଫକୋ(ଆଇଏଫଏଫସିଓ)-ଟୋକିଓ ଜେନେରାଲ ଇଂସ୍ୟୁରାନ୍ସ କୋ.ଲିମିଟେଡ.

ଇଫକୋ(ଆଇଏଫଏଫସିଓ) ଟାୱାର, ଚତୁର୍ଥ ଏବଂ ପଂଚମ ତାଲା,
ପ୍ଲଟ ନମ୍ବର 3, ସେକ୍ଟର – 29,
ଗୁରୁଗ୍ରାମ– 122001, ହରିୟାଣା

PrintPrintEmail this PageEmail this Page

ଇଫକୋ(ଆଇଏଫଏଫସିଓ)-ଟୋକିଓ ରେ, ଆମେ ବିଶ୍ୱାସ କରୁଛୁ କି ସମୟ ହିଁ ଅର୍ଥ. ଏବଂ ସେଥିପାଇଁ ଆପଣଙ୍କ ପ୍ରିମିୟମ ଦେୟ କରିବା ସମୟରେ ଦେୟ କରିବାର ଅନେକ ସୁବିଧାଜନକ ବିକଳ୍ପ ଚୟନ କରିବା ପାଇଁ ଦେଇଥାଉ| ଅନଲାଇନ ଦେୟ ହେଉ କିମ୍ବା ମୋବାଇଲ ଫୋନ ମାଧ୍ୟମରେ ହେଉ, ଦେୟ ପ୍ରକ୍ରିୟା ସ୍ମାର୍ଟ ଏବଂ ସୁବିଧା ଜନକ ସୁନିଶ୍ଚିତ କରିବା ପାଇଁ ଆମେ ଅନେକ କଷ୍ଟ ଉଠାଇଛୁ | କଣ ଆଉ ଅଧିକ, ଆମର ଅନେକ ଗୁଡିଏ ଶାଖା ଅଛି ଏବଂ ସହଜରେ ଉପଲବ୍ଧ ଡ୍ରପ ବକ୍ସ ସବୁ ଯାଗାରେ ଅଛି, ଆପଣ ବ୍ୟକ୍ତିଗତ ରୂପରେ ଦେୟ କରିବାକୁ ପସନ୍ଦ କରିବେକି କିମ୍ବା ଆପଣ ପଣଙ୍କ ଦେୟ ରାଶି ପୋଷ୍ଟ କିମ୍ବା ମେଲ ମାଧ୍ୟମରେ ମଧ୍ୟ ଦେଇ ପାରିବେ|


Download Motor Policy

Feedback