Claims

ମୋର ଦାବି ଅସ୍ୱୀକାର ହେବ କି?

ମୋର ଦାବି ଅସ୍ୱୀକାର ହେବ କି?

ବିଶେଷ ସର୍ତ୍ତରେ ଯେ କୌଣସି ଦାବି କୌଅଣସି ଭି ବୀମା କୋମ୍ପାନି ଦ୍ୱାରା ଅସ୍ୱୀକାର କରାଯାଇ ପାରିବ| କିଛି ସାଧାରଣ କାରଣ ଯାହା ପାଇଁ ହୁଏତ ଦାବି ଅସ୍ୱୀକୃତ ହୋଇପାରେ ସେଗୁଡିକ ହେଲା:

ଯଦି ମୋର ଉଇଣ୍ଡ ସ୍କ୍ରିନ ନଷ୍ଟ ହୋଇଯାଏ ତେବେ କଣ ମତେ ସଂପୂର୍ଣ୍ଣ ରାଶି ମିଳି ପାରିବ?

ଯଦି ମୋର ଉଇଣ୍ଡ ସ୍କ୍ରିନ ନଷ୍ଟ ହୋଇଯାଏ ତେବେ କଣ ମତେ ସଂପୂର୍ଣ୍ଣ ରାଶି ମିଳି ପାରିବ?

ଆପଣଙ୍କୁ ଉଇଣ୍ଡ ସ୍କ୍ରିନ କାଚ ପାଇଁ ପୂର୍ଣ୍ଣ ପ୍ରତିପୁର୍ତ୍ତି ମିଳିବ| ତଥାପି ରବର ଲାଇନିଂ ଏବଂ ସିଲେଣ୍ଟ ରେ 50% ର ମୂଲ୍ୟ ହ୍ରାସ ରହିବ| ଏହା ସହିତ, ଆପଣଙ୍କୁ ପଲିସିର ଅତିରିକ୍ତ ବହନ କରିବାକୁ ପଡିବ|

ଯଦି ମୋର ଗାଡି ଦୁର୍ଘଟଣା ଗ୍ରସ୍ତ ହୁଏ ଏବଂ ମୋର ବଡ ଧରଣର ହାନି ହୁଏନାହିଁ ତେବେ କଣ କରାଯିବ| ତେବେବି ଏହା ବାଧ୍ୟତା ମୂଳକ କି ଏକ ଦାବି ଜମା କରିବା କିମ୍ବା ମୁଁ ଦାବି ନକରିବା ଚୟନ କରି ପାରିବି| କିମ୍ବା ଏକ ଛୋଟ ରାଶି ଦାବି କରିବା ଉଚିତ

ଯଦି ମୋର ଗାଡି ଦୁର୍ଘଟଣା ଗ୍ରସ୍ତ ହୁଏ ଏବଂ ମୋର ବଡ ଧରଣର ହାନି ହୁଏନାହିଁ ତେବେ କଣ କରାଯିବ| ତେବେବି ଏହା ବାଧ୍ୟତା ମୂଳକ କି ଏକ ଦାବି ଜମା କରିବା କିମ୍ବା ମୁଁ ଦାବି ନକରିବା ଚୟନ କରି ପାରିବି| କିମ୍ବା ଏକ ଛୋଟ ରାଶି ଦାବି କରିବା ଉଚିତ

ଏହା ସବୁ ସମୟରେ ଜରୁରୀ ନୁହେଁ କି ଦାବି କରିବା ବିଶେଷ କରି ଯେବେ ହାନି ଛୋଟ ଥାଏ| ପ୍ରକୃତରେ ଛୋଟ ହାନି ପାଇଁ ଦାବି କରିବା ଉଚିତ ନୁହେଁ କାରଣ, ନାଁ କେବଳ ମୂ୍ଲ୍ୟହ୍ରାସ ଏବଂ ଅତିରିକ୍ତ ପାଇଁ ଦେୟ କରିବାକୁ ପଡିବ, ଦାବି ରାଶିକୁ ମଧ୍ୟ ଏକ ଛୋଟ ସଂଖ୍ୟା ରୁ କମ କରିବାକୁ ପଡିବ ଏବଂ ନବୀକରଣ ସମୟରେ ଦାବି ରହିତ ବୋନସ(ଯଦି ଥାଏ) ମଧ୍ୟ ହରେଇବେ| ତଥାପି, ଯଦି ଆପଣ ଦାବି ନକରିବାର ନିଷ୍ପତି ନେଇ ସାରିଛନ୍ତି, ପରବର୍ତ୍ତୀ ସମୟରେ ଏହି ହାନି ପାଇଁ ଦାବି କରି ପାରିବେ ନାହିଁ|

ମୋର ଏକ ଗାଡି ଅଛି ଯାହା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, କିନ୍ତୁ ତାହାକୁ ମୁଁ ଚଲଉ ନଥିଲି , ତଥାପି କଣ ମୁଁ ଏକ ଦାବି କରି ପାରି୍ବି |

ମୋର ଏକ ଗାଡି ଅଛି ଯାହା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, କିନ୍ତୁ ତାହାକୁ ମୁଁ ଚଲଉ ନଥିଲି , ତଥାପି କଣ ମୁଁ ଏକ ଦାବି କରି ପାରି୍ବି |

ତମେ ନିମ୍ନଲିଖିତ ସର୍ତ୍ତରେ ଦାବି କରି ପାରିବ:

  • ଗାଡି ପାଇଁ ଉଦ୍ଦିଷ୍ଟ ବୀମା ପଲିସି କାର୍ଯ୍ୟରତ ଥିବା ଉଚିତ|,
  • ଯଦି ଆପଣ ନିଯୁକ୍ତ ଡ୍ରାଇଭର ପାଇଁ ପ୍ରିମିୟମ ଦେଇଛନ୍ତି କିମ୍ବା ଏହା ଆପଣଙ୍କ ଅନୁମତି କ୍ରମେ ଡ୍ରାଇଭ କରାଯାଇଛି|
  • ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ପାଖରେ ବିଧି ବଧ ଲାଇସେନ୍ସ ଥିବା ଆବଶ୍ୟକ କାରଣ ପ୍ରିମିୟମ ଗାଡିର ବସିବାର କ୍ଷମତା ଆଧାରରେ ନିଆଯାଇଥାଏ, ଯାହା ଡ୍ରାଇଭର ସିଟ ରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରିଥାଏ|

ମୋଟର ପଲିସି ଅନ୍ତର୍ଗତ ବହିଷ୍କରଣ ଗୁଡିକ କଣ?

ମୋଟର ପଲିସି ଅନ୍ତର୍ଗତ ବହିଷ୍କରଣ ଗୁଡିକ କଣ?

ବିଶେଷ ବହିଷ୍କରଣ:

  • ସଂଚାଳିତ ଭୌଗଳିକ କ୍ଷେତ୍ରର ବାହାରେ୍ହୋଇଥିବା ଦୁର୍ଘଟଣା
  • ପରିଣାମୀ ହାନି, ସାଧାରଣ ଛିଣ୍ଡା ଛିଣ୍ଡି
  • ସେହି ଶ୍ରେଣୀ ର ଗାଡି ପାଇଁ ବୈଧ ଲାଇସେନ୍ସ ବିନା ଡ୍ରାଇଭିଂ
  • Driving under the influence of liquor / drugs
  • ବ୍ୟବାହୃତ ସୀମା ଅନୁସାରେ ବ୍ୟବହାର ନକରିବା
  • ମେକାନିକାଲ ଭଂଗା ରୁଜା କିମ୍ବା ବୈଦୁତିକ ଭଂଗ, ବିଫଳତା ଆଦି ଯାହା ବିଶିଷ୍ଟ ବହିଷ୍କରଣ ଅନ୍ତର୍ଭୁକ୍ତ|
  • ବିଲୁପ୍ତ କ୍ଷତି, ଭଡା କିମ୍ବା ପୁ୍ରଷ୍କାର
  • ଚକ କିମ୍ବା ଟିଉ ର କ୍ଷତି ଯେବେ ପର୍ଯ୍ୟନ୍ତ ସେ ଗାଡି କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା ଓରି ହୋଇନାହିଁ|

ସାଧାରଣ ବହିଷ୍କରଣ:

Pages


Download Motor Policy

Feedback