PrintPrintEmail this PageEmail this Page

ଇଫକୋ ଟୋକିଓ ପେଶାବର ମାନଙ୍କର ଏକ ଯୋଗ୍ୟ ଟିମ ସାଥିରେ ମିଶିଥିବା ଏକ ସଂଗଠନ ଯାହାକି ଏକ ସାଧାରଣ ଲକ୍ଷ " ଭାରତରେ ଉଦ୍ୟୋଗ ନେତା ବନିବା" କୁ ପୂରଣ କରିବାକୁ ଉତ୍ସାହ ର ସହିତ ନିଜର ମତ ଏବଂ ବିଚାର ଆବଣ୍ଟନ କରିଥାଆନ୍ତି|

ଆମେ ଯେପରି ବ୍ୟବସାୟିକ ପରିବେଶରେ କାର୍ଯ୍ୟ କରିଥାନ୍ତି ତାହା ଉଚ୍ଚତର ପ୍ରତିସ୍ପର୍ଦ୍ଧା ସହିତ ଗତିଶୀଳ. ଏପରି ସ୍ଥିତିରେ ଆମର ଲକ୍ଷ ହାସଲ କରିବା ପାଇଁ ଆମକୁ ଆମ ନିଜକୁ ବ୍ୟକ୍ତିଗତ ସ୍ଥର ଏବଂ ସମୂହର ପ୍ରଦର୍ଶନ ରେ ଉଚ୍ଚ ସ୍ଥରରେ ନିଜକୁ ଆହ୍ୱାନ ଦେବାକୁ ପଡିବ| ନିମ୍ନରେ ଦିଆ ଯାଇଥିବା ମଧ୍ୟରୁ ଯେକୌଣସିଟି ବି ଇଫକୋ ଟୋକିଓ କୁ ଅଲଗା କରି ଦେଇପାରେ, କିନ୍ତୁ କଣ ଆମକୁ ପ୍ରତିଦ୍ୱନ୍ଦି ଏବଂ ସାଥୀ ମାନଙ୍କ ଠାରୁ ଅଲଗା କରିଥାଏ, ଏହା ତାହା ଅଟେ କି ଏହା ସମସ୍ତ ଗୁଣ ସଂଗଠନ ର ପ୍ରତ୍ୟେକ ପକ୍ଷ କୁ କିପରି ଲାଗୁ କରିଥାଏ

ଉଚ୍ଚ ମୂଲ୍ୟ ପ୍ରଦାନ କରିବା ଉପରେ ସମ୍ପୂର୍ଣ ରୂପରେ ଧ୍ୟାନ କେନ୍ଦ୍ରିତ କରିଥାଏ, ସ୍ପଷ୍ଟ ବ୍ୟବସାୟିକ ପରିଣାମ

ଆମେ ପୁରା ପ୍ରକ୍ରିୟା କୁ ଜଲଦି ଏବଂ ବିଶ୍ୱାସ୍ନୀୟ କରିବାକୁ ଆମର ଏକ ଟିମ ଗଠନ କରିଥାଉ,ଆମେ ଠିକ ସମାଧାନ କରିବା ଏବଂ ଗ୍ରାହକଙ୍କୁ ଉଚିତ ପରିଣାମ ଦେବା ପାଇଁ ଟିମ ସହିତ ସଂପର୍କ କରିଥାଉ

ଟିମ ନିର୍ମାଣ ଏବଂ ସହଯୋଗୀ ସଂସ୍କୃତି ଉପରେ ଧ୍ୟାନ ଦିଅନ୍ତୁ

ଇଫକୋ ଟୋକିଓ ରେ, ଆମେ ଟିମ ନିର୍ମାଣ ଏବଂ ସହଯୋଗୀ ବାତାବରଣ କୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଉ. ଆମେ ମାନୁଛୁ କି କମ୍ପାନୀ ର ବିକାଶ ପାଇଁ, ଟିମ ର ସଦସ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି | ଆମେ ସାଧାରଣ ସହମତି ବନେଇବା ଏବଂ ଏହାଠାରୁ ହିଁ ଗତି ପ୍ରସ୍ତୁତ କରିବା ପାଇଁ ଆମେ ଏକ ସହଯୋଗୀ ଦୃଷ୍ଟିକୋଣ ପ୍ରସ୍ତୁତ କରିଥାଉ| ଆମେ ଏକ ଏପରି ବାତାବରଣ ପ୍ରସ୍ତୁତ କରିଥାଉ ଯାହା ଭରଷା ଯୋଗ୍ୟ, ସ୍ୱଭାବିକ ହୋଇଥାଏ ଏବଂ ଯାହା ନିଷ୍ଠାପରତା, ନମନୀୟତା, ଉତ୍ସବ ଏବଂ ପ୍ରଶଂସା କୁ ଉତ୍ସାହିତ କରିଥାଏ| ଏହା ସବୁ ନିରନ୍ତର ପ୍ରଶିକ୍ଷଣ, ପ୍ରଦର୍ଶନ ପ୍ରବନ୍ଧନ, କେରିୟର ପରାମର୍ଶ ଏବଂ ସର୍ବୋତ୍ତମ ପ୍ରଥା ମାଧ୍ୟମରେ ସକ୍ଷମ ହୋଇଥାଏ|

ମାନବ ଅନୁଭବର ଏକ ଗଭୀର ବୁଝାମଣା

ଆମେ ବୁଝି ପାରୁଛୁ କି ପ୍ରତ୍ୟେକ ଶବ୍ଦ ଅର୍ଥ ରେ ଗ୍ରାହକ ଏବଂ କର୍ମଚା୍ରୀ ମାନଙ୍କ ଅନୁଭବ କୁ ମୁଲ୍ୟବାନ କରିବା ପାଇଁ ମାନବ ତତ୍ତ୍ୱ ର ଆବଶ୍ୟକତା ରହିଛି| ଆମ ପାଖରେ ଏକ ପ୍ରାଥମିକ ଅଛି ଯାହା ବୃତ୍ତିଗତ ଆଲୋଚନା କୁ ପ୍ରୋତ୍ସାହିତ କରିଥାଏ ଏବଂ ସାଥିରେ ପରିବେଶର ସମ୍ବେଦନଶୀଳତା କୁ ସମ୍ମାନ ଦେଇଥାଏ| ଆମେ ଏକ ଦୃଢ ଦୀର୍ଘକାଳୀନ ସଂପର୍କ ର ନିର୍ମାଣ କରିବା ପାଇଁ ସହାୟ କରିଥାଉ- ଏକ ସଂପର୍କ ଯାହା ଗ୍ରାହକ, କର୍ମଚାରୀ ଏବଂ ଅଂଶୀଦାର ମାନଙ୍କ ଆବଶ୍ୟକତା କୁ ପୂର୍ଣ୍ଣ କରି ଏକ ମୂଲ୍ୟ ପ୍ରସ୍ତୁତ କରିଥାଏ|


Download Motor Policy

Feedback