PrintPrintEmail this PageEmail this Page

ଯଦି ଆପଣଙ୍କ ଘର କାରଖାନା, ଷ୍ଟକ, ଏବଂ ଅନ୍ୟ ସାମଗ୍ରୀ ଅଗ୍ନି କିମ୍ବା ପାଣି ,ବନ୍ୟା କିମ୍ବା ଜଳ ନିଷ୍କାସିତ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ ତେବେ ଆପଣ କଣ ବିତ୍ତୀୟ କ୍ଷତି ରୁ ସୁରକ୍ଷିତ କି? ଅନପେକ୍ଷିତ କୁ ଆପଣଙ୍କ ସ୍ୱପ୍ନକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ|

ବଏଲର୍‌ ଆଣ୍ଡ ପ୍ରେସର୍‌ ପ୍ଲାଣ୍ଟ (BPP) ବୀମା

ବଏଲର୍‌ ଆଣ୍ଡ ପ୍ରେସର୍‌ ପ୍ଲାଣ୍ଟ (BPP) ବୀମା ପଲିସି ସମସ୍ତ ପ୍ରକାର ବଏଲର ଏବଂ/କିମ୍ବା ପ୍ରେସର୍‌ କାରଖାନା (ଯେଉଁଠି ବାଷ୍ପ ପ୍ରସ୍ତୁତ କରାଯାଏ)ର ସବୁ ପ୍ରକାର ବାସ୍ତବିକ କ୍ଷୟକ୍ଷତି କଭର କରିଥାଏ ।  ବିସ୍ଫୋରଣ କିମ୍ବା ବୀମାକୃତ ସାମଗ୍ରୀ ଅକାମୀ ହୋଇଯିବା ଯୋଗୁଁ ବଏଲର ଏବଂ/କିମ୍ବା ଅନ୍ୟ ପ୍ରେସର ପ୍ଲାଣ୍ଟର ଆକସ୍ମିକ ଏବଂ ଅଜ୍ଞାତ ବ୍ୟାବହାରିକ କ୍ଷୟକ୍ଷତିକୁ ଏହି ପଲିସି କଭର କରିଥାଏ । ଅଧିକ ଜାଣନ୍ତୁ »

ପରିଣାମାତ୍ମକ କ୍ଷୟକ୍ଷତି (ଅଗ୍ନି) ବୀମା

ଷ୍ଟାଣ୍ଡାର୍ଡ ଫାୟାର ଆଣ୍ଡ ସ୍ପେସିଆଲ ପେରିଲ୍‌ସ ପଲିସି ଅନ୍ତର୍ଗତ ବିପଦପୂର୍ଣ୍ଣ ପରିଚାଳନାରେ ହେଉଥିବା ସାମୂହିକ ଲାଭ ଏବଂ/କିମ୍ବା କାର୍ଯ୍ୟ ସଂପାଦନ ସଂପର୍କିତ ଖର୍ଚ୍ଚବୃଦ୍ଧି ଯୋଗୁଁ ସାମଗ୍ରୀକ କାରବାର/ମୋଟ ଉତ୍ପାଦରେ ହେଉଥିବା କ୍ଷତିକୁ ପରିଣାମାତ୍ମକ କ୍ଷୟକ୍ଷତି (ଅଗ୍ନି) ବୀମା କଭର କରେ । ଅଧିକ ଜାଣନ୍ତୁ »

ଠିକାଦାରଙ୍କ ସମସ୍ତ ବିପତ୍ତି ବୀମା

ବିଭିନ୍ନ ସିଭିଲ ଇଂଜିନିୟରିଂ ପରିଯୋଜନା (ଯେପରିକି ଘର, କାର୍ଯ୍ୟାଳୟ, ଡାକ୍ତରଖାନା, ସୁଡଂଗ, କେନାଲ ଇତ୍ୟାଦି) ର କ୍ଷତି କିମ୍ବା ବିନାଶ ବିପକ୍ଷରେ ସିଭିଲ ଠିକାଦାରଙ୍କ ହିତ ର ସୁରକ୍ଷା ପାଇଁ ବିଶେଶ ରୂପରେ ରଚନା କରାଯାଇଛି|ବିଭିନ୍ନ ସିଭିଲ ଇଂଜିନିୟରିଂ ପରିଯୋଜନା (ଯେପରିକି ଘର, କାର୍ଯ୍ୟାଳୟ, ଡାକ୍ତରଖାନା, ସୁଡଂଗ, କେନାଲ ଇତ୍ୟାଦି) ର କ୍ଷତି କିମ୍ବା ବିନାଶ ବିପକ୍ଷରେ ସିଭିଲ ଠିକାଦାରଙ୍କ ହିତ ର ସୁରକ୍ଷା ପାଇଁ ବିଶେଶ ରୂପରେ ରଚନା କରାଯାଇଛି|  ଏହି ପରିଯୋଜନା ରେ ସିଭିଲ ନିର୍ମାଣ କାର୍ଯ୍ୟ, ଠିକାଦାରଙ୍କ କାରଖାନା ଏବଂ ଯନ୍ତ୍ରପାତି କୁ ନିର୍ମାଣ ସ୍ଥଳ ରେ ରକ୍ଷଣା ବେକ୍ଷଣ ପରର କ୍ଷତି/ଦୋଷ ପାଇଁ ଆକସ୍ମିକ କ୍ଷତି ସାମିଲ ଥାଏ ଯାହାପାଇଁ ଠିକାଦାର ଏବଂ ସିଧାନ୍ତ ମଧ୍ୟରେ ହୋଇଥିବା ଅନୁବନ୍ଧ ର ସର୍ତ୍ତ ଅନୁଯାୟୀ ଠିକାଦାର ଉତ୍ତରଦାୟୀ|ଅଧିକ ଜାଣନ୍ତୁ. ଅଧିକ ଜାଣନ୍ତୁ »

ଠିକାଦାରଙ୍କ କାରଖାନା ଏବଂ ଯନ୍ତ୍ରପାତି ବୀମା

ବିଭିନ୍ନ ବେସାମରିକ ଯାନ୍ତ୍ରିକ ପ୍ରକଳ୍ପ (ବାସଗୃହ, କାର୍ଯ୍ୟାଳୟ, ହସ୍‌ପିଟାଲ, ସୁଡ଼ଙ୍ଗ, କେନାଲ ପ୍ରଭୃତି)ର ନଷ୍ଟ ଏବଂ କ୍ଷୟକ୍ଷତିରୁ ବେସାମରିକ ଠିକାଦାରମାନଙ୍କ ସଂପତ୍ତିର ସୁରକ୍ଷା ପାଇଁ ବିଶେଷ ଭାବେ ପ୍ରସ୍ତୁତ ।.  ଏହି ପ୍ରକଳ୍ପଗୁଡ଼ିକରେ ରହିଛି ବେସାମରିକ ନିର୍ମାଣ କାର୍ଯ୍ୟରେ ଆକସ୍ମିକ କ୍ଷତି, ଠିକାଦାର ଓ ମୂଳ ବିନିଯୋଗକାରୀଙ୍କ ମଧ୍ୟରେ ସଂପାଦିତ ଚୁକ୍ତିର ସର୍ତ୍ତାବଳୀ ଅନୁସାରେ ପରବର୍ତ୍ତୀ ରକ୍ଷଣାବେକ୍ଷଣ ସମୟ ଅବଧିରେ ନିର୍ମାଣ ସ୍ଥଳରେ ଥିବା ଠିକାଦାରଙ୍କ କାରଖାନା ଏବଂ ଯନ୍ତ୍ରପାତି ନଷ୍ଟ ହେବା/ତ୍ରୁଟି ଦେଖାଦେବା ଯୋଗୁଁ ଠିକାଦାରଙ୍କ ଦାୟିତ୍ବ । ଅଧିକ ଜାଣନ୍ତୁ »

ଇଲେକ୍ଟ୍ରୋନିକ ଉପକରଣ ବୀମା

ଇଲେକ୍ଟ୍ରୋନିକ ଉପକରଣ ବୀମା କମ୍ପ୍ୟୁଟର, ମେଡିକଲ, ବାୟୋମେଡିକଲ, ମାଇକ୍ରୋପ୍ରୋସେସର ଏବଂ ସିସ୍ଟମ/ସଫ୍ଟୱୟାର ର ମୂଲ୍ୟ ସହିତ ଅଡିଓ/ଦୃଶ୍ୟ ଉପକରଣ ପାଇଁ ପ୍ରସ୍ତୁତ କରାଯାଇଥିବା ବିପଦ ନୀତି ଅଟେ| ଦର ତାରିଫ| ଅଧିକ ଜାଣନ୍ତୁ »

ଔଦ୍ୟୋଗିକ ସମୂହ ବିପତ୍ତି ବୀମା

ଭାରତର ଏକ ବା ଏକାଧିକ ସ୍ଥାନରେ ଔଦ୍ୟୋଗିକ ବିପତ୍ତି ବାବଦ 100 କୋଟି ଟଙ୍କା କିମ୍ବା ଅଧିକ ବୀମା ରାଶି ପାଇଁ ଏକ ବିସ୍ତୃତ କଭରେଜ୍‌ । ଏହି ପଲିସି କେବଳ ବସ୍ତୁଗତ କ୍ଷୟକ୍ଷତି ନୁହେଁ, ବରଂ ଆକସ୍ମିକ ବ୍ୟାବସାୟିକ ବ୍ୟାଘାତ ଏବଂ ଦୁର୍ଘଟଣା ଯୋଗୁଁ ଉତ୍ପନ୍ନ ସମସ୍ତ ଅଭାବିତ ପରିଣାମାତ୍ମକ ସଂପତ୍ତି କ୍ଷୟକ୍ଷତିକୁ କଭର କରିଥାଏ ଅଧିକ ଜାଣନ୍ତୁ »

ଯନ୍ତ୍ରପାତି ଅକାମୀ ବୀମା

ଅଭାବନୀୟ ଏବଂ ଅଚାନକ ଭାବେ କୌଣସି ଯାନ୍ତ୍ରିକ କିମ୍ବା ବୈଦ୍ୟୁତିକ ଯନ୍ତ୍ରପାତି ଏବଂ/କିମ୍ବା ଉପକରଣ ବସ୍ତୁତଃ ନଷ୍ଟ ହୋଇଯିବା ଏବଂ/କିମ୍ବା ଏହାର ମରାମତି ବା ପ୍ରତିବଦଳ ଆବଶ୍ୟକତାକୁ ଏହି ପଲିସି କଭର କରେ । ଅଧିକ ଜାଣନ୍ତୁ »

ଲାଭ ର ମେସିନାରି ହାନି ବୀମା

ଲାଭ ର ମେସିନାରି ହାନି ବୀମା କୌଣସି ଭି ମେସିନାରି ର ଆକସ୍ମିକ ଭାଂଗିବା ଦ୍ୱାରା ଅପରିହାର୍ଯ୍ୟ ପରିଣାମ ରୂପରେ ବୀମାକର୍ତ୍ତା ଦ୍ୱାରା ଉତ୍ପିଡିତ ପରିଣାମୀ ହାନି କୁ ସାମିଲ କରିଥାଏ| ଅଧିକ ଜାଣନ୍ତୁ »

ସାମାନ୍ୟ ଅଗ୍ନି ଏବଂ ବିଶେଷ ବିପଦ ବୀମା

ମାନକ ଅଗ୍ନି ଏବଂ ବିଶେଷ ବିପତ୍ତି ପଲିସି (ସ୍ଟାଣ୍ଡାର୍ଡ ଏବଂ ସ୍ପେସିଆଲ ପେରିଲ ପଲିସି)ସମ୍ପତ୍ତି ର ମାଲିକ ଙ୍କ ପାଇଁ ଉପଯୁକ୍ତ ଅଟେ, ଯାହାକି ଟ୍ରଷ୍ଟରେ କିମ୍ବା କମିଶନରେ ସମ୍ପତ୍ତି ରଖିଥାଏ ବ୍ୟକ୍ତିମାନେ/କିମ୍ବା ବିତ୍ତୀୟ ସଂସ୍ଥାନ ମାନଙ୍କର ସମ୍ପତ୍ତିରେ ରୁଚି ରହିଥାଏ| କୌଣସି ବିଶେଷ ପରିସରରେ ଥିବା ସମସ୍ତ ଚଳ ଏବଂ ଅଚଳ ସଂପତ୍ତି ଯେପରି ଭବନ, କାରଖାନା ଏବଂ ମେସିନାରି, ଆସବାବ ପତ୍ର, ଫିଟିଂଗ ଏବଂ ଫିକ୍ସର ଏବଂ ଅନ୍ୟ ସାମଗ୍ରୀ, ସେୟାର ଏବଂ ସେୟାର ସାଥିରେ ଟ୍ରସ୍ଟ ରେ ରଖା ଯାଇଥିବା ଜିନିଷ କିମ୍ବା ଆପୁର୍ତ୍ତିକର୍ତ୍ତା/ଗ୍ରାହକ ଙ୍କ ପରିସର ରେ ଷ୍ଟକ ସହିତ ଆୟୋଗ ସାଥିରେ, ମରାମତି କରିବା ପାଇଁ ପରିସରରୁ ଅସ୍ଥାୟୀ ରୂପରେ ହଟାଇ ଯାଇ ପାରୁଥିବା ମେସିନାରି ର ବୀମା କରାଯାଇ ପାରେ ଅଧିକ ଜାଣନ୍ତୁ »


Download Motor Policy

Feedback