PrintPrintEmail this PageEmail this Page

ଇଫକୋ-ଟୋକିଓ ର ବ୍ୟବସାୟିକ ଉତ୍ପାଦ ଗୁଡିକର ସାରଣୀ ବାଣିଜ୍ୟିକ ବର୍ଣ୍ଣକ୍ରମରେ ଆପଣଙ୍କ ବ୍ୟବସାୟିକ ଆବଶ୍ୟକତା ଗୁଡିକୁ ପୂରଣ କରିବାକୁ ରଚନା କରାଯାଇଛି| ସଂକଟ କୁ କମ କରିବା ପାଇଁ ନିଜ ବ୍ୟବସାୟର ପର୍ଯ୍ୟାପ୍ତ ବୀମା କଭର ପ୍ରାପ୍ତ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ||

ବ୍ୟାଙ୍କକର୍ମୀଙ୍କ ସୁରକ୍ଷା ବୀମା

   ଇଫକୋ-ଟୋକିଓ ର ବ୍ୟାଙ୍କକର୍ମୀଙ୍କ କ୍ଷତି ପୂର୍ଣ୍ଣ ନୀତି ବ୍ୟାଙ୍କକର୍ମୀ ମାନଙ୍କୁ କ୍ଷତିରୁ ସୁରକ୍ଷା ପ୍ରଦାନ କରିବାକୁ ଉପଲବ୍ଧ ୋରନ ମୋରେ »

ସିନ୍ଧିଚୋରି ବୀମା

ଦୁର୍ଭାଗ୍ୟବଶତଃ ଆଜିକାଲିର ଜୀବନଧାରାରେ ଅପରାଧ ହାର ବେଶ ବୃଦ୍ଧି ପାଇଛି । ଫ୍ୟାକ୍ଟରୀ, କାର୍ଯ୍ୟାଳୟ, ପଣ୍ୟାଗାର, ଦୋକାନ ପ୍ରଭୃତିରେ ପ୍ରତିଟି ପାଦରେ ବିପତ୍ତିର ଆଶଙ୍କା ରହିଛି । ଆପଣଙ୍କ ଅଫିସ, ପଣ୍ୟାଗାର, ଦୋକାନ, ଶିଳ୍ପ ସଂସ୍ଥାରେ ତାଲା ଭାଙ୍ଗି ଚୋରି, ଡକାୟତି, ଲୁଟି ଏବଂ ସିନ୍ଧିଚୋରି ଭଳି ଅଘଟଣ ଘଟିଲେ ଏହା ଆପଣଙ୍କ ବ୍ୟବସାୟ ପାଇଁ ବଡ଼ଧରଣର ଆର୍ଥିକ କ୍ଷତିର କାରଣ ହେବ । ୋରନ ମୋରେ »

ନିଷ୍ଠା ପ୍ରତ୍ୟାଭୂତି ବୀମା

ନିଷ୍ଠା ପ୍ରତ୍ୟାଭୂତି ବୀମା ୋରନ ମୋରେ »

ଉଦ୍ୟୋଗ ସୁରକ୍ଷା ବୀମା

ଆପଣଙ୍କ ଔଦ୍ୟୋଗିକ ୟୁନିଟ ଯେଉଁଠାରେ ଆପଣଙ୍କ ଅଧିକାଂଶ ସମୟ ଏବଂ ଅର୍ଥ ଖର୍ଚ କରିବା ପାଇଁ ଖର୍ଚ କରାଯାଇଛି ନିରନ୍ତର ବିଭିନ୍ନ ପ୍ରକାର ର କ୍ଷତି ର ସମ୍ମୁଖୀନ ହେବା ପାଇଁ ଅନାବୃତ ରହିଥାଏ କିଛି ଦୁ୍ର୍ଭାଗ୍ୟପୂର୍ଣ୍ଣ ଘଟଣା ଆପଣଙ୍କ ବ୍ୟବସାୟ ପାଇଁ ବିତ୍ତୀୟ ବୋଝ ଆଣିପାରେଏବଂ ଆପଣ ଆପଣଙ୍କ ବ୍ୟବସାୟ କୁ ସବୁ ସଂଭାବିତ ବିପଦ ରୁ ସୁରକ୍ଷିତ ରଖି ପାରିବେ ନାହିଁ , ଆପଣ ଅତି କମ୍‍ ରେ ଏପରି ଅନପେକ୍ଷିତ ଘଟଣାର ସମ୍ମୁଖୀନ କରିବା ପାଇଁ କିଛିଟା ପଦକ୍ଷେପ ନେଇ ପାରିବେ ଇଫକୋ-ଟୋକିଓ ସଧାରଣ ବୀମା ର ଔଦ୍ୟୋଗିକ ସୁରକ୍ଷା ଏପରି ଅନିଶ୍ଚିତତା ବିପକ୍ଷରେ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ଉଚିତ ପ୍ରକାରର ପଲିସି| ୋରନ ମୋରେ »

ଜ୍ୱେଲର୍ସ ବ୍ଲକ ବୀମା (ଗହଣା ଅବରୋଧି ବୀମା)

  • ଇଫକୋ-ଟୋକିଓ ର ଜ୍ୱେଲର୍ସ ବ୍ଲକ ବୀମା (ଗହଣା ଅବରୋଧି ବୀମା) ନିମ୍ନଲିଖିତ ବିପକ୍ଷରେ ସୁରକ୍ଷା ପ୍ରଦାନ କରିବା ପାଇଁ ଉପସ୍ଥିତ
  • ସ୍ଟକ୍ସ(ସୋକେସ ରେ ପ୍ରଦର୍ଶିତ ସୁନା ଏବଂ ହିରା, ପ୍ରଦର୍ଶନ ଝରକା, ସୁରକ୍ଷିତ/ମଜବୁତ କକ୍ଷ, ବୀମାଧାରକ ପରିସର
  • ଅଂଶୀଦାର, କର୍ମଚାରୀ, ନିର୍ଦ୍ଦେଶକ, ସଂଘଟିତ ପ୍ରତିନିଧି ଙ୍କ ଅଧିନସ୍ଥ ସଂପତ୍ତି ଅଧିକା ଜାଣନ୍ତୁ
ୋରନ ମୋରେ »

ମୂଦ୍ରା ବୀମା

ଅନୁମୋଦିତ ପ୍ରତିନିଧି ଦ୍ୱାର ବହନ କରାଯାଇଥିବା ଅର୍ଥରାଶି ଡକେଇତୀ ଦ୍ୱାରା ବା ଅନ୍ୟ କୌଣସି ଦୁର୍ଭାଗ୍ୟଜନକ କାରଣରୁ ଅଟକି ଯିବା | ୋରନ ମୋରେ »

କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସୁରକ୍ଷା ବୀମା

କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଯେଉଁଠାରେ ଆପଣଙ୍କ ଅଧିକାଂଶ ସମୟ ଏବଂ ଅର୍ଥ ଖର୍ଚ କରାଯାଇଛି ନିରନ୍ତର ବିଭିନ୍ନ ପ୍ରକାର ର କ୍ଷତି ର ସମ୍ମୁଖୀନ ହେବା ପାଇଁ ଅନାବୃତ ରହିଥାଏ. କିଛି ଦୁ୍ର୍ଭାଗ୍ୟପୂର୍ଣ୍ଣ ଘଟଣା ଆପଣଙ୍କ ବ୍ୟବସାୟ ଏବଂ ଆପଣଙ୍କ ଉପରେ ବିତ୍ତୀୟ ବୋଝ ଆଣିପାରେ. ଯଦିଓ ଆପଣ ଆପଣଙ୍କ ବ୍ୟବସାୟ କୁ ସବୁ ସଂଭାବିତ ବିପଦ ରୁ ସୁରକ୍ଷିତ ରଖି ପାରିବେ ନାହିଁ ,ତଥାପି ଆପଣ ଏପରି ଅନପେକ୍ଷିତ ଘଟଣାର ସମ୍ମୁଖୀନ କରିବା ପାଇଁ କିଛିଟା ପଦକ୍ଷେପ ନେଇ ପାରିବେ.  ଇଫକୋ-ଟୋକିଓ ଜେନେରାଲ ଇନ୍ସ୍ୟୁରାନ୍ସ (ସଧାରଣ ବୀମା) ର କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସୁରକ୍ଷା ବୀମା ଏପରି ଅନିଶ୍ଚିତତା ବିପକ୍ଷରେ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ଉଚିତ ପ୍ରକାରର ପଲିସି| ୋରନ ମୋରେ »

କର୍ମକାର ମାନଙ୍କ କ୍ଷତି ପୂର୍ଣ୍ଣ

କର୍ମକାର ମାନଙ୍କ କ୍ଷତି ପୂର୍ଣ୍ଣ ବୀମା ଏକ ପ୍ରାମିକ ବିଧି ଯାହା ଦ୍ୱାରା ନିଯୁକ୍ତ କର୍ତ୍ତା କର୍ମକାରଙ୍କ କ୍ଷତି ପୂର୍ଣ୍ଣ ବିଧି ଗୁଡିକ ଦ୍ୱାରା ଲଗାଯାଇଥିବା ଦାୟିତ୍ତ୍ୱ କୁ ପୁରା କରିବାର କ୍ଷମତା କୁ ପ୍ରଦର୍ଶନ କରିପାରେ| ଭାରତର କର୍ମକାର ମାନଙ୍କ କ୍ଷତି ପୂର୍ଣ୍ଣ ଅଧିନିୟମ ଦ୍ୱାରା ନିର୍ଦ୍ଧାରିତ ଅନୁସାରେ ଦିଆଯାଉଥିବା କ୍ଷତି ପୂରଣ ଅଟେ, ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ନଜର ରଖା ଯାଇଥାଏ| ୋରନ ମୋରେ »


Download Motor Policy

Feedback