PrintPrintEmail this PageEmail this Page

ଆମ ସାମୂଦ୍ରିକ କାର୍ଗୋ ବୀମା ଆପଣଙ୍କ ମାଲ ବହନ ସମୟରେ ହାନି ହେବା ବା କ୍ଷତିଗ୍ରସ୍ତ ହେବା କ୍ଷେତ୍ରରେ କ୍ଷତିପୂରଣ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବ | ମାଲ ସମୂଦ୍ର, ଆକାଶ, ରେଳ ବା ସ୍ଥଳପଥରେ ବହନ କରାଯାଇପାରେ |

ସାମୂଦ୍ରିକ କାର୍ଗୋ ବୀମା

ଏହା ନିମ୍ନଲିଖିତ ପରିବହନ ମାଧ୍ୟମରେରେ ବହନ କରାଯାଉଥିବା ମାଲର ବୀମା କରାଇଥାଏ:

  • ସମୂଦ୍ର
  • ରେଳ
  • ରାସ୍ତା
  • ଆକାଶ
  • ଅନ୍ତର୍ଦେଶୀୟ ଜଳପଥ
  • ଡାକ ପାର୍ସଲ
ଅଧିକ ଜାଣନ୍ତୁ »

ସାଗର ବନ୍ଧୁ ବୀମା ଯୋଜନା

ସଂପ୍ରତି ଭାରତୀୟ ବଜାରରେ ଅନ୍ତର୍ଦେଶୀୟ/ଉପକୂଳବର୍ତ୍ତୀ ଜଳଯାନର ପାଲ ଏବଂ ଯନ୍ତ୍ରପାତି ପାଇଁ 'ଇନ୍‌ଷ୍ଟିଚ୍ୟୁଟ ଟାଇମ୍‌ କ୍ଲଜ୍‌ ହଲ୍‌ସ 01.10.1983' ଧାରା ଅନୁସାରେ ବୀମା କଭର ମିଳୁଅଛି । H&M କଭର ବ୍ୟତୀତ ଏହି ଧାରାରେ ଧକ୍କା ଜନିତ କ୍ଷୟକ୍ଷତିର ତିନି ଚତୁର୍ଥାଂଶ ଦାବି କଭର କରାଯାଏ । ଯାହାହେଉ ଇନ୍‌ଷ୍ଟିଚ୍ୟୁଟ୍‌ ପୋର୍ଟ ରିସ୍କ୍‌ସ କ୍ଲଜ୍‌ 20.07.1987 ଅନୁସାରେ ଧକ୍କା ଜନିତ କ୍ଷୟକ୍ଷତିର ଚାରି ଚତୁର୍ଥାଂଶ ଦେୟ ଏବଂ ଭଗ୍ନାବଶେଷ ହଟାଇବା କଭର ପ୍ରଦାନ କରାଯାଉଛି । କିନ୍ତୁ ଏହା ମୂଳ H&M ବୀମା ରାଶିର ସୀମା ଉପରେ ନିର୍ଭର କରେ । ଅଧିକ ଜାଣନ୍ତୁ »


Download Motor Policy

Feedback