PrintPrintEmail this PageEmail this Page

ସମସ୍ତ ଧରଣର ବାଧ୍ୟବାଧକତା ବିରୁଦ୍ଧରେ ଆପଣଙ୍କ ବ୍ୟବସାୟକୁ କଭର କରିବା ଗୁରୁତ୍ୱପୂର୍ଣ୍ଣ | IFFICO ଟୋକିଓ ପ୍ରଦାନ କରୁଛି ବ୍ୟାପକ...ରାନଗେ ୋଫ ଲିାବିଲିତୟ ପରୋଦୁଚତସ ପୁବିଲିଚ ଲିାବିଲିତୟ (ତହିରଦ ପାରତୟ ିନଜୁରୟ ୋର ପରୋପେରତୟ ଦାମାଗେ)

ଫରୋମ ିନଦୁସତରିାଲ ୋପେରାତିୋନସ,ପରୋଦୁଚତ ଲିାବିଲିତୟ , ପରୋଫେଶିୋନାଲ ିନଦେମନିତୟ ାନଦ ଲିାବିଲିତୟ

ନିର୍ଦ୍ଦେଶକ ଏବଂ ଅଧିକାରୀମାନଙ୍କ ଦାୟିତ୍ୱ ବୀମା

ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ନିର୍ଦ୍ଦେଶକ କିମ୍ବା/ଏବଂ ଅଧିକାରୀମାନଙ୍କ ବିରୋଧରେ ଆଗତ ଦେୱାନୀ କିମ୍ବା/ଏବଂ ଫୌଜଦାରୀ ମାମଲା ପରିଚାଳନା ବାବଦ ଖର୍ଚ୍ଚର ଆଇନଗତ ଦାୟିତ୍ୱ। ଅଂଶଧାରକ, ନିଜ କର୍ମଚାରୀ, ଗ୍ରାହକ, ପ୍ରତିଦ୍ୱନ୍ଦୀ କିମ୍ବା ସର୍ବସାଧାରଣ ସଂସ୍ଥା, ଏପରିକି ନିୟାମକ ସଂସ୍ଥା ଦ୍ବାରା ନିର୍ଦ୍ଦେଶକ ଏବଂ ଅଧିକାରୀମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଆଗତ କରାଯାଇପାରେ । ଲୋରନ ମୋରେ »

ଉତ୍ପାଦ ଦାୟିତ୍ୱ ବୀମା

ଏହି ପଲିସି ଜାରି ହେବା ପରେ ଏହାର ଉତ୍ପାଦ ଦାୟିତ୍ୱ ବୀମା ପରିସର ବାହାରେ ଥିବା କୌଣସି ଉତ୍ପାଦ ଯୋଗୁଁ ତୃତୀୟ ପକ୍ଷର ଦୁର୍ଘଟଣାଜନିତ ମୃତ୍ୟୁ/ଶାରୀରିକ ଆଘାତ କିମ୍ବା ଅସୁସ୍ଥତା ଏବଂ/କିମ୍ବା ଏହି ପଲିସି ଦ୍ବାରା କଭର ହେଉଥିବା ଏବଂ ନିର୍ମାଣ ହେଉଥିବା ଉତ୍ପାଦ ଦ୍ବାରା ତୃତୀୟ ପକ୍ଷର ସଂପତ୍ତି ନଷ୍ଟ ବା ସେଥିରେ ତ୍ରୁଟି ହେଲେ, ଏହାର ସମସ୍ତ କ୍ଷତିଭରଣା ପାଇଁ ପଲିସିଧାରୀ ଆଇନଗତ ଭାବେ ଦାୟୀ ରହିବେ । ଲୋରନ ମୋରେ »

ପେଶାଦାର କ୍ଷତିପୂରଣ ବୀମା

ଜାରି କରାଯାଇଥିବା ପଲିସିରେ ସମସ୍ତ ଆୟ ଅନ୍ତର୍ଭୁକ୍ତ ହେବ ଯାହା ବୀମାଧାରୀଙ୍କ ଦ୍ୱାରା ପେଶାଦାର ସେବା ପ୍ରଦାନ ସମୟରେ ତ୍ରୁଟି ବା ଭ୍ରାନ୍ତି କାରଣରୁ ଉପୁଜିଥାଏ, ପ୍ରଥମେ ଲିଖିତ ଆକାରରେ ପଲିସି ଅବଧି ମଧ୍ୟରେ ବୀମାଧାରୀ ବିରୁଦ୍ଧରେ ଦାବି ଉତ୍ଥାପନ କରାଯାଇଥାଏ, ଆମସହିତ ସବୁସମୟରେ ପୂର୍ବରୁ ସମ୍ମତିରେ ଥିବା ଆଇନି ଖର୍ଚ୍ଚ ଏବଂ ବ୍ୟୟ ସହିତ, କ୍ଷତିପୂରଣ ଏବଂ ଅନ୍ୟାନ୍ୟ ଶର୍ତାବଳୀର ବିଷୟ ଏବଂ ବ୍ୟତିକ୍ରମଗୁଡ଼ିକ ଅଧିକ ପଢ଼ନ୍ତୁ » ଲୋରନ ମୋରେ »

ସର୍ବସାଧାରଣ ଦାୟିତ୍ୱ ବୀମା

ପଲିସି ଅବଧିରେ ଘଟୁଥିବା ତୃତୀୟ ପକ୍ଷର ଦୁର୍ଘଟଣାଜନିତ ମୃତ୍ୟୁ/ଶାରୀରିକ ଆଘାତ ଏବଂ ସଂପତ୍ତି କ୍ଷୟ କିମ୍ବା ନଷ୍ଟ ସଂପର୍କିତ ଆଇନଗତ ମୂଲ୍ୟ ଓ ଖର୍ଚ୍ଚର କ୍ଷତିଭରଣା କଭର କରିବାକୁ ସର୍ବସାଧାରଣ ଦାୟିତ୍ୱ ବୀମା ଉଦ୍ଦିଷ୍ଟ । ବୀମାକାରୀ ଏ ସଂପର୍କରେ ପ୍ରଥମେ ଲିଖିତ ସୂଚନା ଦେବେ ଏବଂ ବୀମା ସଂସ୍ଥାର ପୂର୍ବ ସ୍ବୀକୃତି ହାସଲ କରିବେ । ଏଥିରେ କ୍ଷତିଭରଣାର ସୀମା ଏବଂ ପଲିସିରେ ଥିବା ଅନ୍ୟାନ୍ୟ ସର୍ତ୍ତ ଏବଂ ବ୍ୟତିକ୍ରମକୁ ମାନିବାକୁ ପଡ଼ିବ । ଲୋରନ ମୋରେ »

ସର୍ବସାଧାରଣ ଦାୟିତ୍ୱ ଉଦ୍ୟୋଗ ଏବଂ ସଂଚୟନ ବୀମା

ପ୍ରଦତ୍ତ ପଲିସି ତୃତୀୟ ପକ୍ଷର ଦୁର୍ଘଟଣାଜନିତ ମୃତ୍ୟୁ/ଶାରୀରିକ ଆଘାତ/ଅସୁସ୍ଥତା କିମ୍ବା ପଲିସି ଅବଧି କାଳରେ ବୀମାଭୁକ୍ତଙ୍କ ଦ୍ବାରା ପ୍ରଥମେ କରାଯାଇଥିବା ସଂପତ୍ତି ନଷ୍ଟ ସଂପର୍କିତ ଲିଖିତ ଦାବିରେ ବର୍ଣ୍ଣିତ ତଥା ବୀମା କମ୍ପାନୀର ପୂର୍ବ ଅନୁମୋଦନ ସମ୍ବଳିତ ଆଇନଗତ ବ୍ୟୟ ଓ ଖର୍ଚ୍ଚ କ୍ଷେତ୍ରରେ ବୀମାଧାରୀଙ୍କ ସମସ୍ତ ଦେୟ କଭର କରିବ । ଏ କ୍ଷେତ୍ରରେ ପଲିସିରେ ଥିବା କ୍ଷତିଭରଣାର ସୀମା ସଂପର୍କିତ ନିୟମ ଓ ସର୍ତ୍ତାବଳୀ ଏବଂ ବ୍ୟତିକ୍ରମ ପାଳନ କରାଯିବ । ଲୋରନ ମୋରେ »

ସର୍ବସାଧାରଣ ଦାୟିତ୍ବ ଅଣ-ଔଦ୍ୟୋଗିକ ବୀମା

ପ୍ରଦତ୍ତ ପଲିସି ତୃତୀୟ ପକ୍ଷର ଦୁର୍ଘଟଣାଜନିତ ମୃତ୍ୟୁ/ଶାରୀରିକ ଆଘାତ/ଅସୁସ୍ଥତା କିମ୍ବା ପଲିସି ଅବଧି କାଳରେ ବୀମାଭୁକ୍ତଙ୍କ ଦ୍ବାରା ପ୍ରଥମେ କରାଯାଇଥିବା ସଂପତ୍ତି ନଷ୍ଟ ସଂପର୍କିତ ଲିଖିତ ଦାବିରେ ବର୍ଣ୍ଣିତ ତଥା ବୀମା କମ୍ପାନୀର ପୂର୍ବ ଅନୁମୋଦନ ସମ୍ବଳିତ ଆଇନଗତ ବ୍ୟୟ ଓ ଖର୍ଚ୍ଚ କ୍ଷେତ୍ରରେ ବୀମାଧାରୀଙ୍କ ସମସ୍ତ ଦେୟ କଭର କରିବ । ଏ କ୍ଷେତ୍ରରେ ପଲିସିରେ ଥିବା କ୍ଷତିଭରଣାର ସୀମା ସଂପର୍କିତ ନିୟମ ଓ ସର୍ତ୍ତାବଳୀ ଏବଂ ବ୍ୟତିକ୍ରମ ପାଳନ କରାଯିବ । ଲୋରନ ମୋରେ »


Download Motor Policy

Feedback