PrintPrintEmail this PageEmail this Page

IFFCO ଟୋକିଓ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ଅସୁସ୍ଥତା ବା ଦୁର୍ଘଟଣା ସହିତ ସମ୍ପର୍କୀତ ହାସପାତାଳ ଓ ଚିକିତ୍ସା ଖର୍ଚ୍ଚ ପାଇଁ କଭର ପ୍ରଦାନ କରେ | ପ୍ରୟୋଜନୀୟତା ଅନୁସାରେ କଭର ପସନ୍ଦ କରିବାରେ ନମନୀୟତା ରହିଛି, ଆମେ ଆହୁରିମଧ୍ୟ ଗୁରୁତର ଅସୁସ୍ଥତା ଏବଂ ଉନ୍ନତ ପ୍ରଯୁକ୍ତିଗତ ଅସ୍ତ୍ରୋପଚାରଉପରେ କଭର ପ୍ରଦାନ କରିଥାଉ ଯେଉଁଠି 24 ଘଣ୍ଟାର କମ ସମୟ ମଧ୍ୟରେ ହାସପାତାଳରେ ଭର୍ତ୍ତି ହେବାକୁ ପଡ଼େ |

ଗ୍ରୁପ ମେଡିକ୍ଲେମ ବୀମା

ଗ୍ରୁପ ମେଡିକ୍ଲେମ ପଲିସି 50ଜଣରୁ ଅଧିକ ବ୍ୟକ୍ତି/ପରିବାର ଥିବା ଯେକୌଣସି ଦଳ/ସଂଘ/ସଂସ୍ଥାନ/ କର୍ପୋରେଟ ସଂସ୍ଥାକୁ ଉପଲବ୍ଧ କରାଯାଏ ଯଦି ଏହାର ଏକ କେନ୍ଦ୍ରୀୟ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ | ପ୍ରତିଟି ବୀମାରେ ସମସ୍ତ ଯୋଗ୍ୟ ସଦସ୍ୟ(ବୀମାକୃତ ବ୍ୟକ୍ତି) ଗୋଟିଏ ଗ୍ରୁପ ପଲିସି ଅଧିନରେ କଭର କରିବା ଉଚିତ | ଅନ୍ୟ ଶବ୍ଦରେ କହିଲେ ଭିନ୍ନ ବିଭାଗରେ ଥିବା ଯୋଗ୍ୟ ସଦସ୍ୟମାନେ ଭିନ୍ନ ଗ୍ରୁପ ପଲିସି ଅଧିନରେ କଭର କରାଯିବାକୁ ଅନୁମୋଦିତ ହେବେ ନାହିଁ | କୌଣସି ବେନାମି ଗ୍ରୁପ ପଲିସି ଜାରି କରିବାକୁ ଅନୁମତି ଦିଆଯାଏ ନାହିଁ | ଗ୍ରୁପ ପଲିସିଟି IRDA ନୀତି ଅନୁସାରେ ଦଳ/ସଂଘ/ସଂସ୍ଥାନ/କର୍ପୋରେଟ ସଂସ୍ଥାର (ବୀମାକୃତ କୁହାଯାଏ) ସଦସ୍ୟା ମାନଙ୍କ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ନାମର ତାଲିକା ସହିତ ଜାରି କରାଯିବ ୋରନ ମୋରେ »

ଦଳଗତ ବ୍ୟକ୍ତିଗତ ଦୁର୍ଘଟଣା ବୀମା

ଏହି ବୀମାଟି ମୂଳତଃ ବୀମାକୃତ ବ୍ୟକ୍ତିକୁ କୌଣସି ଧରଣର କ୍ଷତିପୂରଣ ଦେବା ପାଇଁ ପରିକଳ୍ପିତ ହୋ‍ଇଛି ଯାହାଙ୍କର କେବଳମାତ୍ରା ଦୁର୍ଘଟଣା କାରଣରୁ ଶରୀରରେ ଆଘାତ ଲାଗିଛି ଯାହା ବାହ୍ୟିକ, ସହିଂସ୍ର ଏବଂ ଦୃଶ୍ୟମାନ | ତେଣୁ ରୋଗ ବା ଅସୁସ୍ଥତା କାରଣରୁ ଆଘାତ ବା ମୃତ୍ୟୁ ଏହି ପଲିସିର ପରିସରଭୁକ୍ତ ନୁହେଁ | ୋରନ ମୋରେ »


Download Motor Policy

Feedback